ଏହି କାମ୍ ପାଇଁ ପ୍ରଶଂସକଙ୍କ ମନ ଜିଣିଲେ ୱାର୍ଣ୍ଣର୍, ଦେଖନ୍ତୁ ଭିଡିଓ

ଟଣ୍ଟନ: ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ପାକିସ୍ତାନ ବିପକ୍ଷ ମ୍ୟାଚରେ ଶତକୀୟ ଇନିଂସ୍ ଖେଳି ଟିମକୁ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ। ଏହି ପ୍ରଦର୍ଶନ ଯୋଗୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ତେବେ ପୁରସ୍କାର ଗ୍ରହଣ କରିବା ପରେ ସେ ଦର୍ଶକଙ୍କ ଭିତରେ ବସିଥିବା ଜଣେ କୁନି ପ୍ରଶଂସକଙ୍କୁ ନିଜର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଉପହାର ଭାବେ ଦେଇଥିଲେ। ଏହି ଘଟଣା ସମୟର ଭିଡିଓ ଏବେ ସୋଶାଲ […]

war

war

Hemant Lenka
  • Published: Thursday, 13 June 2019
  • Updated: 13 June 2019, 10:16 PM IST

Sports

Latest News

ଟଣ୍ଟନ: ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ପାକିସ୍ତାନ ବିପକ୍ଷ ମ୍ୟାଚରେ ଶତକୀୟ ଇନିଂସ୍ ଖେଳି ଟିମକୁ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ। ଏହି ପ୍ରଦର୍ଶନ ଯୋଗୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ତେବେ ପୁରସ୍କାର ଗ୍ରହଣ କରିବା ପରେ ସେ ଦର୍ଶକଙ୍କ ଭିତରେ ବସିଥିବା ଜଣେ କୁନି ପ୍ରଶଂସକଙ୍କୁ ନିଜର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଉପହାର ଭାବେ ଦେଇଥିଲେ। ଏହି ଘଟଣା ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ମଧ୍ୟ ସାରା ଦୁନିଆର କ୍ରିକେଟପ୍ରେମୀ ୱାର୍ଣ୍ଣରଙ୍କୁ ପ୍ରଶଂସା କରୁଛନ୍ତି।

ପୁରସ୍କାର ପାଇଥିବା ସେହି କୁନି ପ୍ରଶଂସକ ଜଣକ କହିଛନ୍ତି, ଆମେ କେବଳ ଅଷ୍ଟ୍ରେଲିଆ ପତାକା ଉଡାଉଥିଲୁ। ସେହି ସମୟରେ ୱାର୍ଣ୍ଣର ଆମ ନିକଟକୁ ଆସିଥିଲେ ଏବଂ ସେ ମୋତେ ନିଜର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦେଇଥିଲେ। ସେହି ପ୍ରଶଂସକଙ୍କ ପିତା କହିଛନ୍ତି, ଭିଡ଼ ଭିତରେ ପାକିସ୍ତାନ ଫ୍ୟାନ୍ ଅଧିକ ଥିଲେ, କିନ୍ତୁ ମ୍ୟାଚ୍ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା।

ସୂଚନାଯୋଗ୍ୟ, ୱାର୍ଣ୍ଣର ଟିମକୁ ଫେରିବା ପାଇଁ ନିଜର ପ୍ରଥମ ଶତକ ମାରିଛନ୍ତି। ଗତବର୍ଷ ବଲ୍ ଟ୍ୟାମ୍ପରିଂ ବିବାଦରେ ତାଙ୍କୁ ବର୍ଷକ ପାଇଁ କ୍ରିକେଟରୁ ବାସନ୍ଦ କରାଯାଇଥିଲା। ଏହା ପରେ ସେ ସିଧା ୱାର୍ଲ୍ଡ କପ୍ ଟିମରେ ସାମିଲ୍ ହୋଇଥିଲେ। ୱାର୍ଣ୍ଣର ୩୬ତମ ଓଭରରେ ଶାହିଦ୍ ଆଫ୍ରିଦିଙ୍କ ବଲରେ ଚୌକା ମାରି ନିଜର ଶତକ ପୂରଣ କରିଥିଲେ। ପାକିସ୍ତାନ ବିପକ୍ଷରେ ୱାର୍ଣ୍ଣର ନିଜର ଶେଷ ତିନି ମ୍ୟାଚରେ ହ୍ୟାଟ୍ରିକ୍ ଶତକ ମାରିଛନ୍ତି। ସେ ୨୦୧୭ରେ ସିଡନୀରେ ୧୩୦ ଓ ଆଡିଲେଡରେ ୧୭୯ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story