ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ଦୁଇ ଟିମ୍‌ରେ ଏକାଧିକ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦାଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରୁଛି। ଶେଷ ଖବର ସୁଦ୍ଧା ପଞ୍ଜାବ ୨ ଓଭର୍‌ରେ ଗୋଟିଏ ୱିକେଟ୍‌ ହରାଇ ୧୪ ରନ୍‌ କରିଛି। ଓପନ୍‌ର ଲୋକେଶ ରାହୁଲ ୧୨ ରନ୍‌ କରି ସନ୍ଦୀପ ଲାମିଚେନ୍‌ଙ୍କ ବଲରେ ଆଉଟ୍‌ ହୋଇଛନ୍ତି। […]

sww

sww

Hemant Lenka
  • Published: Saturday, 20 April 2019
  • Updated: 21 April 2019, 09:17 AM IST

ନୂଆଦିଲ୍ଲୀ: ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦାଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି।

ଏହି ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରୁଛି। ଶେଷ ଖବର ସୁଦ୍ଧା ପଞ୍ଜାବ ୨ ଓଭର୍‌ରେ ଗୋଟିଏ ୱିକେଟ୍‌ ହରାଇ ୧୪ ରନ୍‌ କରିଛି। ଓପନ୍‌ର ଲୋକେଶ ରାହୁଲ ୧୨ ରନ୍‌ କରି ସନ୍ଦୀପ ଲାମିଚେନ୍‌ଙ୍କ ବଲରେ ଆଉଟ୍‌ ହୋଇଛନ୍ତି। କ୍ରିସ୍‌ ଗେଲ ୨ ରନ୍‌ କରି ଅପରାଜିତ ରହିଛନ୍ତି।

ଆଜିର ମ୍ୟାଚ୍‌ରେ ଦୁଇ ଟିମ୍‌ ସେମାନଙ୍କର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିଛନ୍ତି। ଦିଲ୍ଲୀ ପକ୍ଷରୁ କ୍ରିସ୍‌ ମୋରିସ୍‌ଙ୍କ ବଦଳରେ ଏସ୍‌ ରଥରଫୋର୍ଡ ଖେଳୁଥିବା ବେଳେ କୋଲିନ୍‌ ମନରୋଙ୍କ ବଦଳରେ କୋଲିନ୍‌ ଇମଗ୍ରାନ୍‌ଙ୍କୁ ସୁଯୋଗ ମଳିଛି। ସେହିପରି କେମୋ ପଲଙ୍କ ବଦଳରେ ସନ୍ଦୀପ ଲାମିଚାନେଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ ନିକୋଲାସ ପୋରାନ୍‌ଙ୍କ ବଦଳରେ ସାମ କରାନଙ୍କୁ ସ୍ଥାନ ଦେଇଛି। ସେହିପରି ଅର୍ଶଦୀପ ସିଂହଙ୍କ ବଦଳରେ ହରପ୍ରୀତ ଓ ମୁଜୀବ ଉର୍‌ ରେହମାନଙ୍କ ବଦଳରେ ହାରଡୁସ ଭିଲଜୋନ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story