ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୧୯ର ଏଲିମିନେଟର୍‌ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଦିଲ୍ଲୀ ପକ୍ଷରୁ କଲିନ୍‌ ଇମଗ୍ରାମ ଆଜି ଖେଳୁ ନାହାନ୍ତି। ତାଙ୍କ ବଦଳରେ କଲିନ୍‌ ମନରୋ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସେହିପରି ହାଇଦ୍ରାବାଦ୍‌ ତା’ର ଚୂଡ଼ାନ୍ତ ଏକାଦଶରୁ ୟୁସୁଫ ପଠାନ୍‌ଙ୍କୁ ବାଦ୍‌ ଦେଇଛି। ତାଙ୍କ ବଦଳରେ ଦୀପକ ହୁଡାଙ୍କୁ ସୁଯୋଗ ମିଳିଛି। […]

sw

sw

Hemant Lenka
  • Published: Wednesday, 08 May 2019
  • Updated: 08 May 2019, 07:40 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୧୯ର ଏଲିମିନେଟର୍‌ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

ଦିଲ୍ଲୀ ପକ୍ଷରୁ କଲିନ୍‌ ଇମଗ୍ରାମ ଆଜି ଖେଳୁ ନାହାନ୍ତି। ତାଙ୍କ ବଦଳରେ କଲିନ୍‌ ମନରୋ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସେହିପରି ହାଇଦ୍ରାବାଦ୍‌ ତା’ର ଚୂଡ଼ାନ୍ତ ଏକାଦଶରୁ ୟୁସୁଫ ପଠାନ୍‌ଙ୍କୁ ବାଦ୍‌ ଦେଇଛି। ତାଙ୍କ ବଦଳରେ ଦୀପକ ହୁଡାଙ୍କୁ ସୁଯୋଗ ମିଳିଛି।

ଆଜି ଏଲିମିନେଟରରେ ଯେଉଁ ଦଳ ଜିତିବ, ସେ ଦ୍ୱିତୀୟ କ୍ୱାଲିଫାୟର୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ଭେଟିବ। ଦ୍ୱିତୀୟ କ୍ୱାଲିଫାୟର୍‌ରେ ବିଜେତା ଦଳ ସିଧାସଳଖ ମୁମ୍ବାଇ ସହ ଆସନ୍ତା ୧୨ ତାରିଖରେ ଫାଇନାଲ୍‌ ଖେଳିବ।

ଶେଷ ଖବର ସୁଦ୍ଧା ହାଇଦ୍ରାବାଦ୍‌ ଗୋଟିଏ ଓଭର୍‌ରେ ବିନା କୌଣସି ୱିକେଟ୍‌ରେ ୮ ରନ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story