ମକ୍ରାନ୍ କପ ବକ୍ସିଂରେ ଦୀପକଙ୍କ ଗୋଲ୍ଡେନ୍ ପଞ୍ଚ୍

ନୂଆଦିଲ୍ଲୀ: ଜାତୀୟ ଚାମ୍ପିଅନ୍ ଦୀପକ ସିଂହ (୪୯ କେଜି) ଇରାନର ଚାବାହାରଠାରେ ଅନୁଷ୍ଠିତ ମକ୍ରାନ କପ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତେବେ ବାକି ପାଞ୍ଚଜଣ ଭାରତୀୟ ବକ୍ସର ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଦୀପକ ଫାଇନାଲରେ ଜାଫର ନସିରିଙ୍କୁ ହରାଇଥିଲେ । ଭାରତର ଅନ୍ୟ ପାଞ୍ଚଜଣ ବକ୍ସରଙ୍କୁ ଫାଇନାଲରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ପି ଲଲିତା ପ୍ରସାଦ (୫୨ କେଜି), ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ […]

deepak1

deepak1

Hemant Lenka
  • Published: Thursday, 28 February 2019
  • Updated: 28 February 2019, 08:47 PM IST

Sports

Latest News

ନୂଆଦିଲ୍ଲୀ: ଜାତୀୟ ଚାମ୍ପିଅନ୍ ଦୀପକ ସିଂହ (୪୯ କେଜି) ଇରାନର ଚାବାହାରଠାରେ ଅନୁଷ୍ଠିତ ମକ୍ରାନ କପ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତେବେ ବାକି ପାଞ୍ଚଜଣ ଭାରତୀୟ ବକ୍ସର ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଦୀପକ ଫାଇନାଲରେ ଜାଫର ନସିରିଙ୍କୁ ହରାଇଥିଲେ । ଭାରତର ଅନ୍ୟ ପାଞ୍ଚଜଣ ବକ୍ସରଙ୍କୁ ଫାଇନାଲରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ପି ଲଲିତା ପ୍ରସାଦ (୫୨ କେଜି), ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ମନିଷ କୌଶିକ (୬୦ କେଜି), ଦୁର୍ଯ୍ୟୋଧନ ସିଂହ ନେଗି (୬୯ କେଜି), ସଞ୍ଜିତ (୯୧ କେଜି) ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ସତୀଶ କୁମାର (+୯୧ କେଜି) ରୌପ୍ୟ ପଦକ ହାସଲ କରିଛନ୍ତି । ଜାତୀୟ ଚାମ୍ପିଅନ୍ ମନିଷ ଫାଇନାଲରେ ଦାନିଆଲ ଶାହ ବକ୍ସଙ୍କଠାରୁ ହାରିଥିବା ବେଳେ ସତୀଶ ମହମ୍ମଦ ମିଲାସଙ୍କଠାରୁ, ଗତବର୍ଷ ଇଣ୍ଡିଆ ଓପନ୍ ସ୍ୱର୍ଣ୍ଣ ବିଜେତା ସଞ୍ଜିତ ଏଲଡିନଙ୍କଠାରୁ, ପ୍ରସାଦ ଓମିଦ୍ ସାଫା ଅହମ୍ମଦିଙ୍କଠାରୁ ଏବଂ ଦୁର୍ଯ୍ୟୋଧନ ସଜ୍ଜାଦ ଜାଦେ କେଜିମଙ୍କଠାରୁ ହାରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story