ଗୋଟିଏ ଦିନର ବିରତି ପରେ ପୁଣି ହ୍ୟାଟ୍ରିକ ନେଲେ ଚହର

ଜୟପୁର: ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ପ୍ରଥମ ପୁରୁଷ ଭାରତୀୟ କ୍ରକେଟର ଭାବେ ଟି-୨୦ରେ ହ୍ୟାଟ୍ରିକ ୱିକେଟ ନେଇଥିବା ଦୀପକ ଚହର ଆଜି ପୁଣି କମାଲ କରିଛନ୍ତି। ସେ ଦିନକ ବିରତି ପରେ ପୁଣିଥରେ ଟି-୨୦ କ୍ରିକେଟରେ ହ୍ୟାଟ୍ରିକ ୱିକେଟ ଦଖଲ କରିଛନ୍ତି। ତେବେ ରବିବାର ଅନ୍ତର୍ଜାତୀୟ ମ୍ୟାଚ୍‌ରେ ହ୍ୟାଟ୍ରକି ନେଇଥିବା ଚହର ଆଜି ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଚହର ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ […]

e

e

Hemant Lenka
  • Published: Tuesday, 12 November 2019
  • Updated: 12 November 2019, 05:43 PM IST

ଜୟପୁର: ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ପ୍ରଥମ ପୁରୁଷ ଭାରତୀୟ କ୍ରକେଟର ଭାବେ ଟି-୨୦ରେ ହ୍ୟାଟ୍ରିକ ୱିକେଟ ନେଇଥିବା ଦୀପକ ଚହର ଆଜି ପୁଣି କମାଲ କରିଛନ୍ତି। ସେ ଦିନକ ବିରତି ପରେ ପୁଣିଥରେ ଟି-୨୦ କ୍ରିକେଟରେ ହ୍ୟାଟ୍ରିକ ୱିକେଟ ଦଖଲ କରିଛନ୍ତି।

ତେବେ ରବିବାର ଅନ୍ତର୍ଜାତୀୟ ମ୍ୟାଚ୍‌ରେ ହ୍ୟାଟ୍ରକି ନେଇଥିବା ଚହର ଆଜି ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଚହର ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି।

ଥିରୁଭନନ୍ତପୁରମ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ବିର୍ଦ୍ଦଭ ବିପକ୍ଷ ମ୍ୟାଚ୍‌ରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ୨୭ ବର୍ଷୀୟ ଚହର ବିର୍ଦ୍ଦଭର ଦର୍ଶନ ନାଲକାଣ୍ଡେ, ଶ୍ରୀକାନ୍ତ ୱ ଓ ଅକ୍ଷୟ ୱାଡେକରଙ୍କୁ ଆଉଟ୍‌ କରି ଏହି ସଫଳତା ପାଇଛନ୍ତି।

ଏହି ମ୍ୟାଚ୍‌ରେ ସେ ୩ ଓଭରରେ ୧୮ ରନ୍‌ ଦେଇ ୪ଟି ୱିକେଟ ପାଇଛନ୍ତି। ବର୍ଷା ଯୋଗୁ ମ୍ୟାଚ୍‌କୁ ୧୩ ଓଭର ବିଶିଷ୍ଟ କରାଯାଇଥିଲା। ମ୍ୟାଚ୍‌ର ଶେଷ ଓଭରେ ହିଁ ଏହି ସଫଳତା ପାଇଛନ୍ତି। ଖାଲି ସେତିକି ନୁହେଁ, ସେ ଶେଷ ଓଭରରେ ୪ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ୍‌ କରିଥିଲେ।

ଓଭରର ପ୍ରଥମ ବଲରେ ସେ ରୁଷଭ ରାଥୋଡଙ୍କୁ ଆଉଟ କରିଥିଲେ। ଏହାପରେ ଓଭରର ଶେଷ ୩ଟି ବଲରେ ସେ ୩ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରି ହ୍ୟାଟ୍ରିକ ସଫଳତା ପାଇଥିଲେ। ଚହରଙ୍କ ଘାତ ବୋଲିଂ ଯୋଗୁ ବିର୍ଦ୍ଦଭ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୯୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story