ଜନ୍ମଦିନରେ ବ୍ରୋଞ୍ଜ ଜିତି ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କଲେ ଦୀପକ

ଦୋହା: ଜନ୍ମଦିନରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ଦୀପକ କୁମାର। ୧୪ତମ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଦୀପକ ବ୍ରୋଞ୍ଜ ପଦକ ସହ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ମଧ୍ୟ ଅର୍ଜନ କରିଛନ୍ତି। ଦୀପକଙ୍କୁ ମିଶାଇ ଏଯାଏ ୧୦ ଜଣ ଭାରତୀୟ ଶୁଟର ଚଳିତ ବର୍ଷ ଭାରତରୁ ଅଲିମ୍ପିକ୍ସ ଯିବାକୁ ଟିକେଟ ହାସଲ କରିଛନ୍ତି। ୨୦୧୮ ଆଇଏସଏସ୍‌ଏଫ୍‌ ବିଶ୍ୱକପ ଶୁଟିଂରେ ବ୍ରୋଞ୍ଜ କପ ଜିତଥିବା ଦୀପକ ଫାଇନାଲରେ ୬୨୬.୮୭ ପଏଣ୍ଟ ହାସଲ […]

c

c

Hemant Lenka
  • Published: Tuesday, 05 November 2019
  • Updated: 05 November 2019, 05:55 PM IST

Sports

Latest News

ଦୋହା: ଜନ୍ମଦିନରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ଦୀପକ କୁମାର। ୧୪ତମ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଦୀପକ ବ୍ରୋଞ୍ଜ ପଦକ ସହ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ମଧ୍ୟ ଅର୍ଜନ କରିଛନ୍ତି।

ଦୀପକଙ୍କୁ ମିଶାଇ ଏଯାଏ ୧୦ ଜଣ ଭାରତୀୟ ଶୁଟର ଚଳିତ ବର୍ଷ ଭାରତରୁ ଅଲିମ୍ପିକ୍ସ ଯିବାକୁ ଟିକେଟ ହାସଲ କରିଛନ୍ତି। ୨୦୧୮ ଆଇଏସଏସ୍‌ଏଫ୍‌ ବିଶ୍ୱକପ ଶୁଟିଂରେ ବ୍ରୋଞ୍ଜ କପ ଜିତଥିବା ଦୀପକ ଫାଇନାଲରେ ୬୨୬.୮୭ ପଏଣ୍ଟ ହାସଲ କରିଥିଲେ। ଏହି ପଏଣ୍ଟ ସହ ସେ ଟୋକିଓ ଯୋଗ୍ୟତା ଅର୍ଜନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story