ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ: ଡେବ୍ୟୁ କରିବେ ସାମ୍ସ, କମବ୍ୟାକ୍‌ କଲେ ପନ୍ତ

ଦୁବାଇ: ଆଇପିଏଲର ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ପଏଣ୍ଟ ଟେବୁଲର ସବୁଠାରୁ ଉପରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପଞ୍ଜାବ ପ୍ରଥମେ ବୋଲିଂ କରିବ। ଦିଲ୍ଲୀ ଅପେକ୍ଷା ଆଜିର ମ୍ୟାଚ୍‌ ପଞ୍ଜାବ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ ଏହି ମ୍ୟାଚ୍‌ରେ ୩ଟି ପରିବର୍ତ୍ତନ କରିଛି। ଚଳିତ ଆଇପିଏଲରେ ଦିଲ୍ଲୀ ପାଇଁ ଡେବ୍ୟୁ କରିବାକୁ […]

v

v

Hemant Lenka
  • Published: Tuesday, 20 October 2020
  • Updated: 20 October 2020, 07:09 PM IST

Sports

Latest News

ଦୁବାଇ: ଆଇପିଏଲର ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ପଏଣ୍ଟ ଟେବୁଲର ସବୁଠାରୁ ଉପରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପଞ୍ଜାବ ପ୍ରଥମେ ବୋଲିଂ କରିବ। ଦିଲ୍ଲୀ ଅପେକ୍ଷା ଆଜିର ମ୍ୟାଚ୍‌ ପଞ୍ଜାବ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

ଦିଲ୍ଲୀ ଏହି ମ୍ୟାଚ୍‌ରେ ୩ଟି ପରିବର୍ତ୍ତନ କରିଛି। ଚଳିତ ଆଇପିଏଲରେ ଦିଲ୍ଲୀ ପାଇଁ ଡେବ୍ୟୁ କରିବାକୁ ଯାଉଛନ୍ତି ବାମହାତୀ ଦ୍ରୁତ ବୋଲର ଡାନିଏଲ ସାମ୍ସ। ତାଙ୍କୁ ଅନିରିଚ ନୋର୍ଜେଙ୍କ ବଦଳରେ ସାମିଲ କରାଯାଇଛି। ସେହିପରି ଆହତ କାରଣରୁ ବାଦ୍‌ ପଡ଼ିଥିବା ଋଷଭ ପନ୍ତ ଆଜି ଦଳକୁ କମବ୍ୟାକ୍‌ କରିଛନ୍ତି। ତାଙ୍କ ସହ ଶିମରନ ହେଟମେୟର ମଧ୍ୟ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। ଏହାର ଅର୍ଥ ଅଜିଙ୍କ୍ୟ ରାହଣେ ଓ ଆଲେକ୍ସ କେରୀଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି।

ଅନ୍ୟପକ୍ଷରେ ପଞ୍ଜାବ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। କ୍ରିସ୍‌ ଜୋର୍ଡାନଙ୍କ ବଦଳରେ ଜମ୍ମି ନିଶମଙ୍କୁ ସ୍ଥାନ ମିଳିଛି। ପଞ୍ଜାବ ତା’ର ଶେଷ ମ୍ୟାଚ୍‌ରେ ମୁମ୍ବାଇକୁ ଡବଲ ସୁପର ଓଭର ମୁକାବିଲାରେ ପରାସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story