ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି: ବେୟାରଷ୍ଟୋ ଆଉଟ୍‌, ୱିଲିୟମସନ ଇନ୍‌

ଦୁବାଇ: ଆଇପିଏଲର ୪୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଡେଭିଡ ୱାର୍ଣ୍ଣରଙ୍କ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ। ଆଜି ହେଉଛି ୱାର୍ଣ୍ଣରଙ୍କ ଜନ୍ମ ଦିନ। ଏଥିସହ ପ୍ଲେ-ଅଫ ଦୌଡ଼ରେ ରହିବାକୁ ହେଲେ ହାଇଦ୍ରାବାଦକୁ ଆଜିର ମ୍ୟାଚ୍‌ ଯେମିତି ହେଲେ ଜିତିବାକୁ ପଡ଼ିବ। ଏଥିପାଇଁ ୱାର୍ଣ୍ଣରଙ୍କ କାନ୍ଧରେ ସବୁ ଦାୟିତ୍ୱ ରହିବ। […]

gp

gp

Hemant Lenka
  • Published: Tuesday, 27 October 2020
  • Updated: 27 October 2020, 07:10 PM IST

Sports

Latest News

ଦୁବାଇ: ଆଇପିଏଲର ୪୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଡେଭିଡ ୱାର୍ଣ୍ଣରଙ୍କ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ।

ଆଜି ହେଉଛି ୱାର୍ଣ୍ଣରଙ୍କ ଜନ୍ମ ଦିନ। ଏଥିସହ ପ୍ଲେ-ଅଫ ଦୌଡ଼ରେ ରହିବାକୁ ହେଲେ ହାଇଦ୍ରାବାଦକୁ ଆଜିର ମ୍ୟାଚ୍‌ ଯେମିତି ହେଲେ ଜିତିବାକୁ ପଡ଼ିବ। ଏଥିପାଇଁ ୱାର୍ଣ୍ଣରଙ୍କ କାନ୍ଧରେ ସବୁ ଦାୟିତ୍ୱ ରହିବ। ଏବେ ଦିଲ୍ଲୀ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ହାଇଦ୍ରାବାଦ ସପ୍ତମ ସ୍ଥାନରେ ରହିଛି।

ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ହାଇଦ୍ରାବାଦ ୩ଟି ପରିବର୍ତ୍ତନ କରିଛି। ଜନ୍ନି ବେୟାରଷ୍ଟୋ ବଦଳରେ କେନ ୱିଲିୟମସନଙ୍କୁ ସୁଯୋଗ ମିଳିଥିବା ବେଳେ ପ୍ରିୟମ ଗର୍ଗ ଓ ଖଲୀଲ ଅହମ୍ମଦଙ୍କୁ ବାଦ ଦିଆଯାଇଛି। ସେମାନଙ୍କ ବଦଳରେ ରିଦ୍ଧିମାନ ସାହା ଓ ଶାହାବାଜ ନଦୀମକୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story