ଟସ୍‌ ଜିତିଲା ଦିଲ୍ଲୀ, ବ୍ୟାଟିଂ କରିବ ହାଇଦ୍ରାବାଦ: ଫେରିଲେ ଈଶାନ୍ତ ଶର୍ମା ଓ ୱିଲିୟମସନ

ଦୁବାଇ: କ୍ରମାଗତ ଦୁଇଟି ପରାଜୟ ପରେ ବ୍ୟାକଫୁଟରେ ଥିବା ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲର ୧୧ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଛି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ। ହାଇଦ୍ରାବାଦ ତା’ର ଦୁଇଟି ଯାକ ମ୍ୟାଚ୍‌ ହାରିଥିବା ବେଳେ ଦିଲ୍ଲୀ ଦୁଇଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏହି ବିଜୟ ଧାରାକୁ ଆଗକୁ ବଢ଼ାଇବା ପାଇଁ […]

cd

cd

Hemant Lenka
  • Published: Tuesday, 29 September 2020
  • Updated: 29 September 2020, 07:12 PM IST

Sports

Latest News

ଦୁବାଇ: କ୍ରମାଗତ ଦୁଇଟି ପରାଜୟ ପରେ ବ୍ୟାକଫୁଟରେ ଥିବା ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲର ୧୧ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଛି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ।

ହାଇଦ୍ରାବାଦ ତା’ର ଦୁଇଟି ଯାକ ମ୍ୟାଚ୍‌ ହାରିଥିବା ବେଳେ ଦିଲ୍ଲୀ ଦୁଇଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏହି ବିଜୟ ଧାରାକୁ ଆଗକୁ ବଢ଼ାଇବା ପାଇଁ ଶ୍ରେୟସ ଆୟରଙ୍କ ଟିମ୍‌ ପୂରା ଦମ ଲଗାଇବ। ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ହାଇଦ୍ରାବାଦ ତା’ର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ।

ଦିଲ୍ଲୀ କ୍ୟାପିଟାଲ୍ସ ୱିନିଂ କମ୍ବିନେସନରେ ଗୋଟିଏ ପରିବର୍ତ୍ତନ କରିଛି। ଯୁବ ତାରକା ଅଭେଶ ଖାନଙ୍କ ବଦଳରେ ଦଳକୁ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା କମବ୍ୟାକ୍‌ କରିଛନ୍ତି। ଆହତ କାରଣରୁ ଈଶାନ୍ତ ଶର୍ମା ପୂର୍ବରୁ ଦୁଇଟି ଯାକ ମ୍ୟାଚ୍‌ ଖେଳି ନଥିଲେ।
https://twitter.com/i/status/1310936878821060614

ଅନ୍ୟପକ୍ଷରେ ହାଇଦ୍ରାବାଦ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ମହମ୍ମଦ ନବିଙ୍କ ବଦଳରେ କେନ ୱିଲିୟମସନ ଓ ରୁଦ୍ଧିମାନ ସାହଙ୍କ ବଦଳରେ ଅବଦୁଲ ସାମଦାଙ୍କୁ ସୁଯୋଗ ମିଳିଛି। ଅବଦୁଲଙ୍କ ଏହା ଆଇପିଏଲରେ ଡେବ୍ୟୁ ମ୍ୟାଚ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story