ଦିଲ୍ଲୀ ବିପକ୍ଷରେ ୧୬୬ ରନ୍‌ରେ ଅଟକିଲା ପଞ୍ଜାବ

ମୋହାଲି: ଡାଭିଡ୍‌ ମିଲରଙ୍କ ବିସ୍ଫୋରକ ୪୩ ଓ ସର୍ଫରାଜ ଖାନ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ୩୯ ରନ୍‌ ବଳରେ କିଙ୍ଗସ ଏକାଦଶ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୧୬୬ ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଏହି ମ୍ୟାଚ୍‌କୁ ଜିତିବା ପାଇଁ ୧୬୭ ରନ୍‌ର ଟାର୍ଗେଟ ପାଇଛି। ମୋହାଲି ଷ୍ଟାଡିୟମରେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଦଳ ପକ୍ଷରୁ କ୍ରିସ୍‌ ଗେଲ୍‌ ଖେଳୁ ନଥିବାରୁ […]

ipl2

ipl2

Hemant Lenka
  • Published: Monday, 01 April 2019
  • Updated: 01 April 2019, 09:54 PM IST

ମୋହାଲି: ଡାଭିଡ୍‌ ମିଲରଙ୍କ ବିସ୍ଫୋରକ ୪୩ ଓ ସର୍ଫରାଜ ଖାନ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ୩୯ ରନ୍‌ ବଳରେ କିଙ୍ଗସ ଏକାଦଶ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୧୬୬ ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଏହି ମ୍ୟାଚ୍‌କୁ ଜିତିବା ପାଇଁ ୧୬୭ ରନ୍‌ର ଟାର୍ଗେଟ ପାଇଛି।

ମୋହାଲି ଷ୍ଟାଡିୟମରେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଦଳ ପକ୍ଷରୁ କ୍ରିସ୍‌ ଗେଲ୍‌ ଖେଳୁ ନଥିବାରୁ ସାମ କରାନ୍‌ ଓ କେଏଲ୍‌ ରାହୁଲ ପଞ୍ଜାବ ପାଇଁ ଇନିଂସ୍‌ ଓପନ କରିଥିଲେ। ତେବେ ଆରମ୍ଭରୁ ବଡ଼ ଶଟ୍‌ ଖେଳିବା ଲୋଭରେ ରାହୁଲ ମାତ୍ର ୧୫ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ତାଙ୍କୁ କ୍ରିସ୍‌ ମୋରିସ୍‌ ଆଉଟ୍‌ କରିଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ ଅତ୍ୟନ୍ତ ଦୁର୍ଭାଗ୍ୟଜନ ଭାବେ ମାତ୍ର ୬ ରନ୍‌ କରି ରନ୍‌ଆଉଟ୍‌ ହୋଇଯାଇଥିଲେ। ସାମ କରାନ୍‌ ମଧ୍ୟ ୨୦ ରନ୍‌ କରି ସନ୍ଦୀପ ଲାମିଚାନେଙ୍କ ବଲ୍‌ରେ ପ୍ୟାଭିଲିୟନ ଫେରିଥିଲେ। ୫୮ ରନ୍‌ରେ ୩ ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ପଞ୍ଜାବର ବ୍ୟାଟିଂ ମଙ୍ଗ ଯୁବ ତାରକା ସର୍ଫରାଜ ଖାନ୍‌ ଓ ଅଭିଜ୍ଞ ଡାଭିଡ୍‌ ମିଲର ସମ୍ଭାଳିଥିଲେ।

ଉଭୟ ୪ର୍ଥ ୱିକେଟ୍‌ ପାଇଁ ୬୨ ରନ୍‌ର ଭାଗିଦାରୀ କରିଥିଲେ। ବିଶେଷ କରି ସର୍ଫରାଜ ବେଶ ଆକ୍ରମଣାତ୍ମକ ଶଟ୍‌ ଖେଳିଥିଲେ। ତେବେ ତାଙ୍କୁ ସନ୍ଦୀପ ଆଉଟ୍‌ କରି ପଞ୍ଜାବର ରନ୍‌ ହାର ଉପରେ ବ୍ରେକ୍‌ ଲଗାଇଥିଲେ।

ସର୍ଫରାଜଙ୍କ ପରେ ୪୩ ରନ୍‌ କରିଥିବା ଡାଭିଡ୍‌ ମିଲରଙ୍କୁ କ୍ରିସ୍‌ ମୋରିସ୍‌ ଆଉଟ୍‌ କରି ପଞ୍ଜାବକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ହାରଡୁସ୍‌ ଭିଲଜୋନ୍‌(୧)ଙ୍କୁ କାଗିସୋ ରାବାଡା ଆଉଟ୍‌ କରିଥିବା ବେଳେ ମୋରିସ୍‌ ନିଜର ତୃତୀୟ ଶିକାର ଭାବେ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ୍‌(୬)ଙ୍କୁ କ୍ଲିନ୍‌ବୋଲ୍ଡ କରି ଦେଇଥିଲେ। ରାବାଡା ମ୍ୟାଚ୍‌ରେ ନିଜର ଦ୍ୱିତୀୟ ୱିକେଟ୍‌ ଭାବେ ମୋରଗାନ ଅଶ୍ୱିନ୍‌(୧)ଙ୍କୁ ଆଉଟ୍‌ କରିଥିଲେ। ୯ମ ୱିକେଟ୍‌ ଭାବେ ମହମ୍ମଦ ଶାମି ଖାତା ଖୋଲିବା ପୂର୍ବରୁ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଶେଷ ଭାଗରେ ମନ୍ଦୀପ ସିଂହ(୨୯) ଏକାକୀ ଦିଲ୍ଲୀ ବୋଲରଙ୍କୁ ମୁକାବିଲା କରି ଦଳୀୟ ସ୍କୋରକୁ ୧୬୦ ପାର୍‌ କରାଇଥିଲେ। ପଞ୍ଜାବ ନିୟମିତ ଭାବେ ୱିକେଟ୍‌ ହରାଇବାରୁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଶେଷ ଦୁଇଟି ବଲ୍‌ରେ ମନଦୀପ ଚୌକା ଓ ଛକା ମାରି ଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ  ମୋରିସ୍‌ ୩ଟି ୱିକେଟ୍‌ ନେଇଥିବା ବେଳେ ସନ୍ଦୀପ  ଓ ରାବାଡା ୨ଟି ଲେଖାଏ ୱିକେଟ୍‌ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story