ପୁଣି ହାରିଲା ଧୋନିଙ୍କ ଚେନ୍ନାଇ, ଦିଲ୍ଲୀର ଦ୍ୱିତୀୟ ବିଜୟ

ଦୁବାଇ: କାମ ଦେଲାନି ଫାପ ଡୁପ୍ଲେସିସଙ୍କ ପାୱର ହିଟିଂ। ପୁଣିଥରେ ଫେଲ ମାରିଲା କ୍ୟାପ୍ଟେନ କୁଲଙ୍କ ରଣନୀତି। ଯୁବ ତାରକା ଖଚିତ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଶେଷରେ ଚେନ୍ନାଇ ସୁପରକିଙ୍ଗସ ୪୪ ରନ୍‌ରେ ପରାସ୍ତ ହୋଇଛି। ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜୟର ସ୍ୱାଦ ଚାଖିଥିବା ଧୋନିଙ୍କ ଚେନ୍ନାଇ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛନ୍ତି। ଅନ୍ୟପକ୍ଷରେ ନିଜର ପ୍ରଥମ ଦୁଇଟି ଯାକ ମ୍ୟାଚ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲରେ ନିଜର ଦାବିଦାରକୁ ଆହୁରି […]

cdv

cdv

Hemant Lenka
  • Published: Friday, 25 September 2020
  • Updated: 25 September 2020, 11:08 PM IST

Sports

Latest News

ଦୁବାଇ: କାମ ଦେଲାନି ଫାପ ଡୁପ୍ଲେସିସଙ୍କ ପାୱର ହିଟିଂ। ପୁଣିଥରେ ଫେଲ ମାରିଲା କ୍ୟାପ୍ଟେନ କୁଲଙ୍କ ରଣନୀତି। ଯୁବ ତାରକା ଖଚିତ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଶେଷରେ ଚେନ୍ନାଇ ସୁପରକିଙ୍ଗସ ୪୪ ରନ୍‌ରେ ପରାସ୍ତ ହୋଇଛି। ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜୟର ସ୍ୱାଦ ଚାଖିଥିବା ଧୋନିଙ୍କ ଚେନ୍ନାଇ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛନ୍ତି।

ଅନ୍ୟପକ୍ଷରେ ନିଜର ପ୍ରଥମ ଦୁଇଟି ଯାକ ମ୍ୟାଚ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲରେ ନିଜର ଦାବିଦାରକୁ ଆହୁରି ଦୃଢ଼ୀଭୂତ କରିଛି। ଏଥିସହ ଦଳ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ବି ପହଞ୍ଚି ଯାଇଛି।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୩ ୱିକେଟ ହରାଇ ୧୭୫ ରନ୍‌ କରିଥିବା ବେଳେ ଚେନ୍ନାଇ ୭ ୱିକେଟ ହରାଇ ୧୩୧ ରନ୍‌ କରିବାକୁ ସକ୍ଷମ ହୋଇଛି।

୧୭୬ ରନ୍‌ର ଟାର୍ଗେଟ ପାଇଥିବା ଚେନ୍ନାଇ ପକ୍ଷରୁ ଦୁଇ ଓପନର ଶେନ ୱାଟସନ ଓ ମୁରଲୀ ବିଜୟ ଠିକଠାକ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ହେଲେ ଦଳୀୟ ସ୍କୋର ୨୩ ଥିବା ବେଳେ ଶେନ ୱାଟସନ ମାତ୍ର ୧୪ ରନ୍‌ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ଅନରିଚ ନୋଟ୍ରେଜ ମଧ୍ୟ ନିଜର କମାଲ ଦେଖାଇ ୧୦ ରନ୍‌ କରିଥିବା ମୁରଲୀ ବିଜୟଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ଆଶା କରାଯାଉଥିଲା ଧୋନି ପଡ଼ିଆକୁ ଓହ୍ଲାଇବେ। ହେଲେ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ଭଳି ଋତୁରାଜ ଗାଏକ୍ୱାଡଙ୍କୁ ବ୍ୟାଟିଂ କରିବାକୁ ପଠାଯାଇଥିଲା। ସେ ପୁଣିଥରେ ଫେଲ ମାରିଥିଲେ। ସେ ୫ ରନ୍‌ କରିଥିବା ବେଳେ ରନ୍‌ ଆଉଟ ହୋଇଥିଲେ। ଋତୁରାଜଙ୍କ ପରେ ଧୋନି ଆସିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଦଳ କେଦାର ଯାଦବଙ୍କୁ ୫ ନଂରେ ବ୍ୟାଟିଂ କରିବାକୁ ପଠାଇଥିଲା।

ସେ ଓ ଫାଫ ଡୁପ୍ଲେସିସ କିଛି ସମୟ ପାଇଁ ଦିଲ୍ଲୀ ବୋଲରଙ୍କୁ ଆଟାକ କରିଥିଲେ। ହେଲେ ଉଭୟ ସ୍ପିନ ବୋଲର ଅକ୍ସର ପଟେଲ ଓ ଅମିତ ମିଶ୍ରାଙ୍କ ବିପକ୍ଷରେ ବଡ଼ ଶଟ ଖେଳିବାକୁ ସକ୍ଷମ ହୋଇନଥିଲେ। ତଥାପି ଉଭୟ ୪ର୍ଥ ୱିକେଟ ପାଇଁ ୫୪ ରନ୍‌ର ଭାଗିଦାରୀ କରିଥିଲେ।

ଦଳୀୟ ସ୍କୋର ୧୫.୪ ଓଭରରେ ୯୮ ଥିବା ବେଳେ କେଦାର ଯାଦବ ୨୬ ରନ କରି ଅନରିଚ୍‌ଙ୍କ ଦ୍ୱିତୀୟ ଶିକାର ବନିଥିଲେ। କେଦାରଙ୍କ ପରେ ଧୋନି ମଇଦାନକୁ ଓହ୍ଲାଇଥିଲେ। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଡୁପ୍ଲେସିସ ମଧ୍ୟ ବଡ଼ ଶଟ ମାରିବା ଲୋଭରେ ରାବଡାଙ୍କ ବଲରେ ଆଉଟ ହୋଇଯାଇଥିଲେ। ଆଉଟ ହେବା ବେଳକୁ ଡୁପ୍ଲେସିସି ୪୩ ରନ୍‌ କରିଥିଲେ।

ଧୋନି ଓ ଜାଡେଜା ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦିଲ୍ଲୀର ଦୁଇ ଦ୍ରୁତ ବୋଲର ଅନରିଚ ଓ ରାବଡା ଏହା କରିବାକୁ ଦେଇ ନଥିଲେ। ଶେଷ ଓଭରରେ ଦଳକୁ ଜିତିବାକୁ ୪୯ ରନ୍ ଦରକାର ଥିଲା। ଶେଷ ଓଭରର ୩ୟ ବଲରେ ରାବଡା ତାଙ୍କୁ ଆଉଟ କରି ଦେଇଥିଲେ। ସେ ୧୨ଟି ବଲରେ ୧୫ ରନ୍‌ କରିଥିଲେ। ଶେଷ ବଲରେ ରାବଡା ବାମହାତୀ ଜାଡେଜା(୧୨)ଙ୍କୁ ମଧ୍ୟ ଅମିତ ମିଶ୍ରାଙ୍କ ହାତରେ ଆଉଟ କରି ଦେଇଥିଲେ। ଶେଷରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା।

ଏହା ପୂର୍ବରୁ ଟସ୍‌ ଜିତି ଧୋନି ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ ପକ୍ଷରୁ ଦୁଇ ଓପନର ପୃଥ୍ୱୀ ଶ’ ଓ ଶିଖର ଧୱନ ଜବରଦସ୍ତ ବ୍ୟାଟିଂ କରିଥିଲେ। ବିଶେଷ କରି ଶ’ ଆକ୍ରମଣାତ୍ମକ ଶଟ୍‌ ମାନ ଖେଳିଥିଲେ। ଧୱନ ତାଙ୍କୁ ଭରପୂର ସାଥ ଦେଇଥିଲେ। ଉଭୟ ପ୍ରଥମେ ୱିକେଟ ପାଇଁ ୧୦.୪ ଓଭରରେ ୯୪ ରନ୍‌ ସଂଗ୍ରହ କରିଥିଲେ।

ତେବେ ବଡ଼ ଶଟ୍‌ ଖେଳିବା ଲୋଭରେ ଶିଖର ଧୱନ ୩୫ ରନ୍‌ କରି ପୀୟୂଷ ଚାୱଲାଙ୍କ ବଲରେ ଏଲବି ଡବ୍ଲ୍ୟୁ ହୋଇଯାଇଥିଲେ। ଏହାର ପରବର୍ତ୍ତୀ ଓଭରରେ ଶ’ ମଧ୍ୟ ୪୩ ବଲରେ ୬୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। କିଛି ସମୟ ପାଇଁ ଶ୍ରେୟସ ଆୟର ଓ ଋଷଭ ପନ୍ତ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ଆଟାକିଂ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ଚେନ୍ନାଇ ବୋଲରମାନେ ଉଭୟଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। ତଥାପି ଉଭୟ ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ।

୧୯ ଓଭର ଶେଷ ବଲରେ ହିଁ ଆୟର ୨୬ ରନ୍‌ କରି ସାମ କୁରାନଙ୍କ ବଲରେ ଆଉଟ ହୋଇଥିଲେ। ୱିକେଟ ପଛରେ ଧୋନି ବେଶ ଚମତ୍କାର କ୍ୟାଚ୍ ଧରି ଆୟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଶେଷ ଓଭରରେ ପନ୍ତ ଓ ମାର୍କସ ଷ୍ଟୋଇନିସ ୩ଟି ଚୌକା ମିଳିତ ଭାବେ ଜୋସ ହେଜଲେହୁଡଙ୍କ ବଲରୁ ଆଦାୟ କରିବାରୁ ଦଳ ୧୭୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଚେନ୍ନାଇ ପକ୍ଷରୁ ପୀୟୂଷ ଚାୱଲା ୨ଟି ୱିକେଟ ନେଇଥିବା ବେଳେ ସାମ କୁରାନ ଗୋଟିଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story