ୱେଷ୍ଟଇଣ୍ଡିଜ ଏ’ ଠାରୁ ୫ ରନ୍‌ରେ ହାରିଲା ଭାରତ ଏ’

କୋଲିଡଜେ: ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଲଢ଼ୁଆ ୮୧ ରନ୍‌ ସତ୍ତ୍ୱେ ଭାରତୀୟ ଏ’ ଦଳ ମାତ୍ର ୫ ରନ୍‌ରେ ୱେଷ୍ଟଣ୍ଡିଜ୍‌ ଏ’ଠାରୁ ପରାସ୍ତ ହୋଇଛି। ଭାରତ ଏ’ ଓ ୱେଷ୍ଟଇଣ୍ଡିଜ ଏ’ ମଧ୍ୟରେ ୫ଟି ଅନଅଫିସିଆଲ ଦିନିକିଆ ସିରିଜ୍‌ ହେଉଛି। ପୂର୍ବରୁ ପ୍ରଥମ ୩ଟି ମ୍ୟାଚ୍‌ ଜିତି ସିରିଜ କବଜା କରିଥିବା ଭାରତୀୟ ଦଳକୁ ୪ର୍ଥ ମ୍ୟାଚ୍‌ରେ ପରାସ୍ତ ହେବାକୁ ପଡ଼ିଛି। ୱେଷ୍ଟଇଣ୍ଡିଜ୍‌ ଏ’ ଦଳ ପ୍ରଥମେ ବ୍ୟାଟିଂ କରି ୨୯୮ ରନ୍‌ କରିଥିଲା। ଜବାବରେ ଅକ୍ଷର […]

wq

wq

Hemant Lenka
  • Published: Saturday, 20 July 2019
  • Updated: 20 July 2019, 04:54 PM IST

Sports

Latest News

କୋଲିଡଜେ: ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଲଢ଼ୁଆ ୮୧ ରନ୍‌ ସତ୍ତ୍ୱେ ଭାରତୀୟ ଏ’ ଦଳ ମାତ୍ର ୫ ରନ୍‌ରେ ୱେଷ୍ଟଣ୍ଡିଜ୍‌ ଏ’ଠାରୁ ପରାସ୍ତ ହୋଇଛି। ଭାରତ ଏ’ ଓ ୱେଷ୍ଟଇଣ୍ଡିଜ ଏ’ ମଧ୍ୟରେ ୫ଟି ଅନଅଫିସିଆଲ ଦିନିକିଆ ସିରିଜ୍‌ ହେଉଛି।

ପୂର୍ବରୁ ପ୍ରଥମ ୩ଟି ମ୍ୟାଚ୍‌ ଜିତି ସିରିଜ କବଜା କରିଥିବା ଭାରତୀୟ ଦଳକୁ ୪ର୍ଥ ମ୍ୟାଚ୍‌ରେ ପରାସ୍ତ ହେବାକୁ ପଡ଼ିଛି। ୱେଷ୍ଟଇଣ୍ଡିଜ୍‌ ଏ’ ଦଳ ପ୍ରଥମେ ବ୍ୟାଟିଂ କରି ୨୯୮ ରନ୍‌ କରିଥିଲା। ଜବାବରେ ଅକ୍ଷର ପଟେଲ ଶେଷ ଯାଏ ୬୩ ବଲ୍‌ରେ ୮୧ ରନ୍‌ର ଇନିଂସ ଖେଳି ଅପରାଜିତ ରହିଥିଲେ ହେଁ ଏହା ଭାରତର ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା।

ୱେଷ୍ଟଇଣ୍ଡିଜ୍‌ ଏ’ ଟିମ୍‌ ଦେଇଥିବା ୨୯୯ ରନ୍‌ର ଟାର୍ଗେଟ ପିଛା କରୁଥିବା ଭାରତୀୟ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକଦା ଦଳ ୬ ୱିକେଟ୍‌ ହରାଇ ମାତ୍ର ୧୬୦ ରନ୍‌ କରିପାରିଥିଲା। ଏହାପରେ ଅକ୍ଷର ପଟେଲ ସାଥୀ ଖେଳାଳି ୱାଶିଂଟନ୍‌ ସୁନ୍ଦରଙ୍କ ସହ ମିଶି ୬୦ ରନ୍‌ର ଭାଗିଦାରୀ କରିଥିଲେ।

ସୁନ୍ଦର ଆଉଟ ହୋଇଥିଲେ ହେଁ ଅକ୍ଷର ଶେଷ ଯାଏ ଲଢ଼େଇ କରିଥିଲେ। ଶେଷ ଓଭରରେ ଭାରତୀୟ ଏ’ ଦଳକୁ ଜିତିବା ପାଇଁ ୯ ରନ୍‌ ଦରକାର ଥିଲା। ହେଲେ ଦଳ ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦୁଇଟି ବଲ୍‌ରେ ନଭଦୀପ ସାଇନି ଓ ଖଲୀଲ ଅହମ୍ମଦ ଆଉଟ୍‌ ହୋଇଯିବାରୁ ଅକ୍ଷର ଷ୍ଟ୍ରାଇକ୍ ପାଇ ନଥିଲେ।

ଶେଷରେ ଭାରତ ୯ ୱିକେଟ୍‌ ହରାଇ ୨୯୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ କୃନାଲ ପାଣ୍ଡ୍ୟା ୪୫, ସୁନ୍ଦର ୪୫, ଅଧିନାୟକ ମନୀଷ ପାଣ୍ଡେ ୨୪, ଋତୁରାଜ ଗାଏକ୍ୱାଡ ୨୦ ଓ ହନୁମା ବିହାରୀ ୨୦ ରନ କରିଥିଲେ।

ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ଏ’ ଦଳ ରୋଷ୍ଟନ ଚେଜଙ୍କ ୮୪ ଓ ଡେଭନ ଟମାସଙ୍କ ୭୦ ରନ୍‌ ବଳରେ ୯ ୱିକେଟ ହରାଇ ୨୯୮ ରନ୍‌ କରିଥିଲା।

ଆସନ୍ତାକାଲି ଶେଷ ଦିନିକିଆ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story