ଚତୁର୍ଥ ଟେଷ୍ଟ: ବିଜୟ ଦ୍ୱାରଦେଶରେ ଭାରତ

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ତୃତୀୟ ଦିନରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୧୦୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଭାରତ ତାର ଦ୍ୱିତୀୟ ଇନିଂରେ ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ୧୯ ରନ୍‌ କରିଛି। ଭାରତ ପକ୍ଷରୁ ଲୋକେଶ ରାହୁଲ୍‌ ୧୩ ଓ ମୂରଲୀ ବିଜୟ ୬ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ଭାରତ ତା’ର ଅସମାପ୍ତି ଇନିଂସ ଆଜି ଆରମ୍ଭ କରି ୩୩୨ ରନ୍‌ରେ ଅଲଆଉଟ୍‌ […]

india

india

Rakesh Mallick
  • Published: Sunday, 26 March 2017
  • Updated: 27 March 2017, 07:41 PM IST

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ତୃତୀୟ ଦିନରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୧୦୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଭାରତ ତାର ଦ୍ୱିତୀୟ ଇନିଂରେ ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ୧୯ ରନ୍‌ କରିଛି। ଭାରତ ପକ୍ଷରୁ ଲୋକେଶ ରାହୁଲ୍‌ ୧୩ ଓ ମୂରଲୀ ବିଜୟ ୬ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

ଭାରତ ତା’ର ଅସମାପ୍ତି ଇନିଂସ ଆଜି ଆରମ୍ଭ କରି ୩୩୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଆସିଥିବା ଏମ୍‌ ରେନ୍‌ସୋ ଓ ଡେଭିଡ୍‌ ୱାର୍ଣ୍ଣର ବେଶୀ ସମୟ ତିଷ୍ଠି ପାରିନଥିଲେ। ଏମ୍‌ ରେନ୍‌ସୋ ୮ ରନ୍‌ ଓ ୱାର୍ଣ୍ଣର ମାତ୍ର ୬ ରନ୍‌ରେ କରି ଉମେଶ ଯାଦବଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ପରେ ଆସିଥିବା ଅଷ୍ଟ୍ରେଲିଆନ୍‌ ବ୍ୟାଟ୍ସମ୍ୟାନମାନେ ଭାରତୀୟ ସ୍ପିନ୍‌ ବୋଲିଂ ଆଗରେ ଛିଡ଼ା ହୋଇପାରିନ ଥିଲେ। ଫଳରେ ଅଷ୍ଟ୍ରେଲିଆ ଟିମ୍‌ ମାତ୍ର ୧୩୭ ରନ୍‌ରେ ଆଉଟ୍‌ ହୋଇଥିଲା। ଭାରତ ପକ୍ଷରୁ ଉମେଶ, ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱୀନ  ୩ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ଗୋଟିଏ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story