ଧୱନ ଓ ରୋହିତ୍‌ଙ୍କ ଅର୍ଦ୍ଧଶତକ

ଲଣ୍ଡନ: ଲଗାତାର ଖରାପ ଫର୍ମରେ ଥିବା ଟିମ୍ ଇଣ୍ଡିଆ ଓପ୍ନର ଶିଖର ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଛନ୍ତି । ଧୱନ୍ ୫୩ ବଲରେ କ୍ୟାରିୟରର ୨୮ତମ ଅର୍ଦ୍ଧଶତକ ମାରିଛନ୍ତି । ଏହା ପୂର୍ବରୁ ସେ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚରେ ନିରାଶ କରିଥିଲେ । ଏହାଛଡ଼ା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ମଧ୍ୟ ସେ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିଲେ । ଏହି କାରଣରୁ ତାଙ୍କୁ କଡ଼ା […]

SHIK

SHIK

Hemant Lenka
  • Published: Sunday, 09 June 2019
  • Updated: 09 June 2019, 04:35 PM IST

Sports

Latest News

ଲଣ୍ଡନ: ଲଗାତାର ଖରାପ ଫର୍ମରେ ଥିବା ଟିମ୍ ଇଣ୍ଡିଆ ଓପ୍ନର ଶିଖର ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଛନ୍ତି । ଧୱନ୍ ୫୩ ବଲରେ କ୍ୟାରିୟରର ୨୮ତମ ଅର୍ଦ୍ଧଶତକ ମାରିଛନ୍ତି । ଏହା ପୂର୍ବରୁ ସେ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚରେ ନିରାଶ କରିଥିଲେ ।

ଏହାଛଡ଼ା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ମଧ୍ୟ ସେ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିଲେ । ଏହି କାରଣରୁ ତାଙ୍କୁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ତାଙ୍କୁ ପାର୍ଟନର ରୋହିତ୍ ଶର୍ମା ମଧ୍ୟ ଭଲ ସହଯୋଗ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଶତକ ମାରି ଭାରତକୁ ଜିତାଇଥିବା ରୋହିତ୍ ପୁଣି ଏକ ଭଲ ଇନିଂସ୍ ଖେଳି ଅର୍ଦ୍ଧଶତକ ମାରିଛନ୍ତି । ଭାରତ ୨୧ ଓଭରରେ ବିନା ୱିକେଟ୍ ହରାଇ ୧୨୧ ରନ୍ କରିଛି । ଧୱନ୍ ୬୩ ଓ ରୋହିତ୍ ୫୫ ରନ୍‌ରେ ବ୍ୟାଟିଂ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story