ଭାରତକୁ ପ୍ରଥମ ଝଟ୍‌କା ଦେଲେ ଶେଲଡନ୍ କଟ୍ଟରେଲ୍

ଫ୍ଲୋରିଡା: ପ୍ରଥମ ଟି-୨୦ରେ ୯୬ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆକୁ ଇଣ୍ଡିଜ ଦ୍ରୁତ ବୋଲର ଶେଲଡନ୍‌ କଟ୍ଟରେଲ ପ୍ରଥମ ଝଟ୍‌କା ଦେଇଛନ୍ତି। ବିଶ୍ୱକପ ଅଧାରୁ ଆହତ ହୋଇ ବାଦ୍ ପଡ଼ିଥିବା ଓପନର ଶିଖର ଧୱନ(୧)ଙ୍କୁ କଟ୍ଟରେଲ ଏଲବିଡବ୍ଲ୍ୟୁ କରି ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ଶେଷ ଖବର ସୁଦ୍ଧା ରୋହିତ ଶର୍ମା ୮ ଓ ବିରାଟ୍‌ କୋହଲି(୦) କ୍ରିଜ୍‌ରେ ରହିଛନ୍ତି। ଭାରତ ୩ ଓଭର ଶେଷ ସୁଦ୍ଧା ୧ ୱିକେଟ୍‌ ହରାଇ ୧୧ ରନ୍‌ କରିଛି।

eyt

eyt

Hemant Lenka
  • Published: Saturday, 03 August 2019
  • Updated: 04 August 2019, 08:10 AM IST

Sports

Latest News

ଫ୍ଲୋରିଡା: ପ୍ରଥମ ଟି-୨୦ରେ ୯୬ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆକୁ ଇଣ୍ଡିଜ ଦ୍ରୁତ ବୋଲର ଶେଲଡନ୍‌ କଟ୍ଟରେଲ ପ୍ରଥମ ଝଟ୍‌କା ଦେଇଛନ୍ତି।

ବିଶ୍ୱକପ ଅଧାରୁ ଆହତ ହୋଇ ବାଦ୍ ପଡ଼ିଥିବା ଓପନର ଶିଖର ଧୱନ(୧)ଙ୍କୁ କଟ୍ଟରେଲ ଏଲବିଡବ୍ଲ୍ୟୁ କରି ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ଶେଷ ଖବର ସୁଦ୍ଧା ରୋହିତ ଶର୍ମା ୮ ଓ ବିରାଟ୍‌ କୋହଲି(୦) କ୍ରିଜ୍‌ରେ ରହିଛନ୍ତି। ଭାରତ ୩ ଓଭର ଶେଷ ସୁଦ୍ଧା ୧ ୱିକେଟ୍‌ ହରାଇ ୧୧ ରନ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos