ବିରାଟ୍‌ଙ୍କୁ ପଛରେ ପକାଇ ଧୱନ୍‌ କଲେ ଏହି ରେକର୍ଡ

ବ୍ରିସବେନ୍‌: ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧୱନ୍‌ ଗାବାରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ୭୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଛନ୍ତି। ତଥାପି ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌କୁ ମାତ୍ର ୪ ରନ୍‌ରେ ହାରିଯାଇଛି। ତେବେ ଆଜିର ୭୬ ରନ୍‌ର ଇନିଂସ ବଳରେ ଶିଖର ଧୱନ୍‌ ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲିଙ୍କୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିଛନ୍ତି। ଏବେ ଧୱନ୍‌ ଚଳିତ ବର୍ଷ ଟି-୨୦ ଫର୍ମାଟରେ […]

v

v

Hemant Lenka
  • Published: Wednesday, 21 November 2018
  • Updated: 21 November 2018, 07:49 PM IST

Sports

Latest News

ବ୍ରିସବେନ୍‌: ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧୱନ୍‌ ଗାବାରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ୭୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଛନ୍ତି। ତଥାପି ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌କୁ ମାତ୍ର ୪ ରନ୍‌ରେ ହାରିଯାଇଛି।

ତେବେ ଆଜିର ୭୬ ରନ୍‌ର ଇନିଂସ ବଳରେ ଶିଖର ଧୱନ୍‌ ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲିଙ୍କୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିଛନ୍ତି। ଏବେ ଧୱନ୍‌ ଚଳିତ ବର୍ଷ ଟି-୨୦ ଫର୍ମାଟରେ ସବୁଠାରୁ ଅଧିକ ରନ୍‌ ହାସଲକାରୀ କ୍ରିକେଟର୍‌ ବନି ଯାଇଛନ୍ତି।

୨୦୧୮ରେ ଧୱନ୍‌ ୬୪୬ ରନ୍‌ କରିଥିବା ବେଳେ ତାଙ୍କ ପଛକୁ ୬୪୧ ରନ୍‌ ସହ ବିରାଟ୍‌ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ପାକିସ୍ତାନର ଫକର ଜମାନ ୫୭୬ ରନ୍‌ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟତମ ଭାରତୀୟ ଭାବେ ରୋହିତ ଶର୍ମା ୫୬୭ ରନ୍‌ ସହ ୪ର୍ଥ ସ୍ଥାନରେ ରହିଛନ୍ତି।

ଏମାନଙ୍କ ବ୍ୟତୀତ ଚଳିତ ବର୍ଷ ଟି-୨୦ରେ ୫୦୦ରୁ ଅଧିକ ରନ୍‌ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ବାବର ଆଜାମ(୫୬୩), ମହମ୍ମଦ ଶାହାଜାଦ(୫୨୦), ଆରୋନ୍‌ ଫିଞ୍ଚ୍‌(୫୦୩) ଓ କଲିନ୍‌ ମନରୋ(୫୦୦) କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story