ଧୱନଙ୍କ ୧୭ତମ ଦିନିକିଆ ଶତକ

ଲଣ୍ଡନ: ଟିମ୍ ଇଣ୍ଡିଆ ଓପ୍ନର ଶିଖର ଧୱନ୍ ଦମଦାର ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଶତକ ହାସଲ କରିଛନ୍ତି । ସେ ୯୫ ବଲରେ ଦିନିକିଆ କ୍ୟାରିୟରର ୧୭ତମ ଶତକ ପୂରଣ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଧୱନଙ୍କ ଫର୍ମକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କିନ୍ତୁ ଏଠାରେ ଶତକ ମାରି ସେ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଧୱନ୍ ନିଜ ଶତକୀୟ ଇନିଂସରେ ୧୩ ଚୌକା ମାରିଛନ୍ତି । ଧୱନଙ୍କ […]

111

111

Hemant Lenka
  • Published: Sunday, 09 June 2019
  • Updated: 09 June 2019, 05:33 PM IST

ଲଣ୍ଡନ: ଟିମ୍ ଇଣ୍ଡିଆ ଓପ୍ନର ଶିଖର ଧୱନ୍ ଦମଦାର ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଶତକ ହାସଲ କରିଛନ୍ତି । ସେ ୯୫ ବଲରେ ଦିନିକିଆ କ୍ୟାରିୟରର ୧୭ତମ ଶତକ ପୂରଣ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଧୱନଙ୍କ ଫର୍ମକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

କିନ୍ତୁ ଏଠାରେ ଶତକ ମାରି ସେ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଧୱନ୍ ନିଜ ଶତକୀୟ ଇନିଂସରେ ୧୩ ଚୌକା ମାରିଛନ୍ତି । ଧୱନଙ୍କ ଓପନିଂ ପାର୍ଟନର ରୋହିତ୍ ଶର୍ମା ଏହି ମ୍ୟାଚରେ ଅର୍ଦ୍ଧଶତକ ମାରି ଆଉଟ୍ ହୋଇଛନ୍ତି । ଭାରତର ସ୍କୋର ୧୨୭ ଥିବା ବେଳେ ରୋହିତ୍ (୫୭)ଙ୍କୁ ନେଥନ କୁଲ୍ଟର-ନାଇଲ୍ ଆଉଟ୍ କରିଥିଲେ।

ରୋହିତଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପଟେନ୍ ବିରାଟ କୋହଲି ମଧ୍ୟ ଭଲ ବ୍ୟାଟିଂ କରିଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୩୪ ଓଭରରେ ୧ ୱିକେଟ୍ ହରାଇ ୨୦୧ ରନ୍ କରିଛି । ଧୱନ୍ ୧୦୯ ଓ ବିରାଟ ୩୦ ରନ୍ କରି ବ୍ୟାଟିଂ କରୁଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story