ଧୋନିଙ୍କ ‘ଗ୍ରେଡ୍’ ଖସିଲା, ବିରାଟଙ୍କଠାରୁ ପାଇବେ କମ୍ ଟଙ୍କା

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଗ୍ରେଡ୍ ଖସିଲା। ନୂଆ ଚୁକ୍ତି ଅନୁସାରେ ତାଙ୍କୁ ‘ଏ’ ଗ୍ରେଡ୍‌ରେ ରଖାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇର ପ୍ରଶାସକ କମିଟି ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‌ରାହଙ୍କୁ ‘ଏ ପ୍ଲସ୍’ ଗ୍ରେଡ୍‌ରେ ରଖାଯାଇଛି। ମହମ୍ମଦ ସାମିଙ୍କୁ କୌଣସି ଗ୍ରେଡ୍‌ରେ ସାମିଲ କରାଯାଇନାହିଁ। ସେ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା […]

dhoni

dhoni

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 08:26 PM IST

Sports

Latest News

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଗ୍ରେଡ୍ ଖସିଲା। ନୂଆ ଚୁକ୍ତି ଅନୁସାରେ ତାଙ୍କୁ ‘ଏ’ ଗ୍ରେଡ୍‌ରେ ରଖାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇର ପ୍ରଶାସକ କମିଟି ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି।

ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‌ରାହଙ୍କୁ ‘ଏ ପ୍ଲସ୍’ ଗ୍ରେଡ୍‌ରେ ରଖାଯାଇଛି। ମହମ୍ମଦ ସାମିଙ୍କୁ କୌଣସି ଗ୍ରେଡ୍‌ରେ ସାମିଲ କରାଯାଇନାହିଁ। ସେ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି।

ବିସିସିଆଇ ୭ ଜଣ ଖେଳାଳିଙ୍କୁ ‘ଏ’ ଗ୍ରେଡ୍‌ରେ ରଖିଛି। ଧୋନୀଙ୍କ ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ମୁରଲୀ ବିଜୟ. ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ଓ ରିଦ୍ଧିମାନ ସାହା ଏହି ଗ୍ରେଡ୍‌ରେ ଅଛନ୍ତି।

‘ଏ ପ୍ଲସ୍’ ଗ୍ରେଡ୍‌ରେ ଥିବା ଖେଳାଳିମାନେ ବାର୍ଷିକ ୭ କୋଟି ଟଙ୍କା ଲେଖାଏଁ ପାଇବେ।  ଧୋନୀଙ୍କ ସମେତ ‘ଏ’ ଗ୍ରେଡ୍‌ରେ ଥିବା ଅନ୍ୟ ସବୁ ଖେଳାଳିମାନେ ବାର୍ଷିକ ୫ କୋଟି ଟଙ୍କା ପାଇବେ।

କେ.ଏଲ୍‌ ରାହୁଲ, ଉମେଶ ଯାଦବ, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ତ ଶର୍ମା ଓ ଦୀନେଶ କାର୍ତ୍ତିକଙ୍କୁ ‘ବି ଗ୍ରେଡ୍‌’ରେ ରଖାଯାଇଛି। ଏମାନେ ୩ କୋଟି ଟଙ୍କା ଲେଖାଏଁ ପାଇବେ।

ଗ୍ରେଡ୍‌ ‘ସି’ରେ ଥିବା କେଦାର ଯାଦବ, ମନୀଷ ପାଣ୍ଡେ, ଅକ୍ଷର ପଟେଲ, କରୁଣ ନାୟାର, ସୁରେଶ ରୈନା, ପାର୍ଥିବ ପଟେଲ ଓ ଜୟନ୍ତ ଯାଦବ ଏକ କୋଟି ଟଙ୍କା ଲେଖାଏଁ ପାଇବେ।

ଏହି ନୂଆ ଚୁକ୍ତି ୨୦୧୭ ଅକ୍ଟୋବରରୁ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story