ଧୋନିଙ୍କୁ ଅପେକ୍ଷା କରିଛି କିଏ ?

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି ଏବେ ଟେରିଟରିଆଲ ଆର୍ମିର ପାରାସୁଟ୍‌ ରେଜିମେଣ୍ଟରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସେ କ୍ରିକେଟ୍‌ ଓ ପରିବାର ଠାରୁ ୨ ମାସ ପାଇଁ ଦୂରେଇ ଯାଇଛନ୍ତି। ତେବେ ସେ ଘରକୁ ଆସିଲେ, ତାଙ୍କୁ ଏକ ସର୍ପାଇଜ୍‌ ଉପହାର ଅପେକ୍ଷା କରିଛି। ଧୋନିଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ମାହି ଶେଷରେ ତୁମ ଟୟ ଘରେ […]

nf

nf

Hemant Lenka
  • Published: Saturday, 10 August 2019
  • Updated: 10 August 2019, 04:26 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି ଏବେ ଟେରିଟରିଆଲ ଆର୍ମିର ପାରାସୁଟ୍‌ ରେଜିମେଣ୍ଟରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସେ କ୍ରିକେଟ୍‌ ଓ ପରିବାର ଠାରୁ ୨ ମାସ ପାଇଁ ଦୂରେଇ ଯାଇଛନ୍ତି। ତେବେ ସେ ଘରକୁ ଆସିଲେ, ତାଙ୍କୁ ଏକ ସର୍ପାଇଜ୍‌ ଉପହାର ଅପେକ୍ଷା କରିଛି।

ଧୋନିଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ମାହି ଶେଷରେ ତୁମ ଟୟ ଘରେ ପହଞ୍ଚିଛି। ଏବେ ସେ ତୁମକୁ ମିସ୍‌ କରୁଛି। ସେ ତା’ର ପ୍ରକୃତ ମାଲିକଙ୍କୁ ଅପେକ୍ଷା କରିଛି।

ଏହା ଦେଶରେ ପ୍ରଥମ ଓ ଏକମାତ୍ର କାର।” ସାକ୍ଷୀ ଏଠାରେ ଯେଉଁ ନୂଆ ଟୟ କଥା କହୁଛନ୍ତି ପ୍ରକୃତରେ ଏହା ଏକ ନୂଆ ଜିପ୍‌। ଏହା ମିଡ୍‌ ସାଇଜ୍‌ ଏସ୍‌ୟୁଭି। ଧୋନି ଗାଡ଼ି ଚଳାଇବାକୁ ଭଲ ପାଉଥିବାରୁ ସାକ୍ଷୀ ଏହା ଧୋନିଙ୍କ ପାଇଁ କିଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story