ଧୋନୀଙ୍କ ନୂଆ ଘରକୁ ନେଇ ଚର୍ଚ୍ଚା:ରହିଛି ନେଟ୍‌ ପ୍ରାକ୍ଟିସ୍‌ ଫିଲ୍ଡ୍‌ ଓ ଅଲ୍ଟ୍ରାମର୍ଡନ ଜିମ୍‌ ଭଳି ସୁବିଧା

ରାଞ୍ଚି: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୂଆ ଫାର୍ମହାଉସକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ପବିତ୍ର ଅକ୍ଷୟ ତୃତୀୟା ଦିନ ଧୋନୀଙ୍କ ପରିବାର ଏହି ନୂଆ ଘରକୁ ସିପ୍ଟ୍‌ ହୋଇଛନ୍ତି। ରାଞ୍ଚିର ରିଙ୍ଗରୋଡ୍‌ ଠାରେ ପାଖାପାଖି ୭ଏକର ଜମି ଉପରେ ଧୋନୀଙ୍କ ଏହି ଫାର୍ମହାଉସ ତିଆରି ହୋଇଛି। ଯାହର ନାଁ ରହିଛି କୈଳାସପତି ଫାର୍ମହାଉସ। ଯେଉଁଥିରେ ଏକ ଇନଡୋର୍‌ ଷ୍ଟାଡିୟମ ରହିଛି। ଏହାସହ ଏକ ନେଟ୍‌ ପ୍ରାକ୍ଟିସ୍‌ ଫିଲ୍ଡ୍‌ ଏବଂ […]

4-dhoni-new1

4-dhoni-new1

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 10:33 PM IST

Sports

Latest News

ରାଞ୍ଚି: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୂଆ ଫାର୍ମହାଉସକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ପବିତ୍ର ଅକ୍ଷୟ ତୃତୀୟା ଦିନ ଧୋନୀଙ୍କ ପରିବାର ଏହି ନୂଆ ଘରକୁ ସିପ୍ଟ୍‌ ହୋଇଛନ୍ତି।

7-dhoni-new-home2

ରାଞ୍ଚିର ରିଙ୍ଗରୋଡ୍‌ ଠାରେ ପାଖାପାଖି ୭ଏକର ଜମି ଉପରେ ଧୋନୀଙ୍କ ଏହି ଫାର୍ମହାଉସ ତିଆରି ହୋଇଛି। ଯାହର ନାଁ ରହିଛି କୈଳାସପତି ଫାର୍ମହାଉସ।

8-dhoni-new-home_3

ଯେଉଁଥିରେ ଏକ ଇନଡୋର୍‌ ଷ୍ଟାଡିୟମ ରହିଛି। ଏହାସହ ଏକ ନେଟ୍‌ ପ୍ରାକ୍ଟିସ୍‌ ଫିଲ୍ଡ୍‌ ଏବଂ ଏକ ଅଲ୍ଟ୍ରା ମର୍ଡନ ଜିମ୍‌ର ସୁବିଧା ମଧ୍ୟ କରାଯାଇଛି। ଏହାବ୍ୟତିତ ଘରର ବାହାରେ ଏକ ବଡ ଫୁଲ ବଗିଚା ମଧ୍ୟ ରହିଛି। ଏହପୂର୍ବରୁ ଧୋନୀ ଝାଡଖଣ୍ଡର ହର୍ମୁ ରୋଡସ୍ଥିତ ଘରେ ୨୦୦୯ରୁ ରହିଆସୁଥିଲେ।

3-dhoni-new-home4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story