ଦାଦାଙ୍କ ଟିମ୍‌ରେ ନାହାନ୍ତି ଧୋନୀ, ଫ୍ୟାନ୍‌ ଖପ୍ପା

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଦ୍ୱାରା ଜାରି କରାଯାଇଥିବା ଆଇପିଏଲ୍ ଫାଣ୍ଟାସୀ ଟିମ୍‌କୁ ନେଇ କ୍ଷୁବ୍ଧ ହୋଇଛନ୍ତି ମହେନ୍ଦ୍ର ସିଂହ ଧୋନୀଙ୍କ ଫ୍ୟାନ୍। କାରଣ ଏଥିରେ ତାଙ୍କୁ ସାମିଲ କରି ନାହାନ୍ତି ଦାଦା। ଏଥିପାଇଁ ସେ ସମାଲୋଚିତ ମଧ୍ୟ ହୋଇଛନ୍ତି। କିନ୍ତୁ ଗତକାଲି ଦାଦା ସ୍ପଷ୍ଟ କରିଛନ୍ତି ଯେ ସେ ଏମିତି କିଛି ଟିମ୍ ଗଠନ କରି ନାହାନ୍ତି କି ସୋସିଆଲ୍ ମିଡିଆରେ ପୋଷ୍ଟ କରି ନାହାନ୍ତି। ଯେଉଁ ଟ୍ୱିଟର ଏକାଉଣ୍ଟରେ ଏହି […]

pp

pp

Rakesh Mallick
  • Published: Friday, 28 April 2017
  • Updated: 28 April 2017, 10:30 AM IST

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଦ୍ୱାରା ଜାରି କରାଯାଇଥିବା ଆଇପିଏଲ୍ ଫାଣ୍ଟାସୀ ଟିମ୍‌କୁ ନେଇ କ୍ଷୁବ୍ଧ ହୋଇଛନ୍ତି ମହେନ୍ଦ୍ର ସିଂହ ଧୋନୀଙ୍କ ଫ୍ୟାନ୍। କାରଣ ଏଥିରେ ତାଙ୍କୁ ସାମିଲ କରି ନାହାନ୍ତି ଦାଦା। ଏଥିପାଇଁ ସେ ସମାଲୋଚିତ ମଧ୍ୟ ହୋଇଛନ୍ତି। କିନ୍ତୁ ଗତକାଲି ଦାଦା ସ୍ପଷ୍ଟ କରିଛନ୍ତି ଯେ ସେ ଏମିତି କିଛି ଟିମ୍ ଗଠନ କରି ନାହାନ୍ତି କି ସୋସିଆଲ୍ ମିଡିଆରେ ପୋଷ୍ଟ କରି ନାହାନ୍ତି। ଯେଉଁ ଟ୍ୱିଟର ଏକାଉଣ୍ଟରେ ଏହି ସୂଚୀ ପ୍ରକାଶ ପାଇଛି ତାହା ତାଙ୍କର ନୁହେଁ। ଏହା ଏକ ଫେକ୍‌ ଏକାଉଣ୍ଟ୍।

https://twitter.com/SGanguly99/status/857685620159766529

ଦାଦାଙ୍କ ଯେଉଁ ଆଇପିଏଲ୍ ଫାଣ୍ଟାସୀ ଟିମ୍‌କୁ ନେଇ ଏତେ ଚର୍ଚ୍ଚା ସେଥିରେ ବିରାଟ କୋହଲି, ଗୌତମ ଗମ୍ଭୀର ଓ ଷ୍ଟିଭ୍ ସ୍ମିଥ୍ ପ୍ରମୁଖ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos