ବିନା "ବଳିଦାନ ବ୍ୟାଜ୍" ଗ୍ଲୋଭସ ପିନ୍ଧି ମଇଦାନକୁ ଓହ୍ଲାଇଲେ ଧୋନି

ଲଣ୍ଡନ: ଭାରତୀୟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ୍ କିପିଙ୍ଗ୍ ଗ୍ଲୋଭସରେ “ବଳିଦାନ ବ୍ୟାଜ୍”କୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ଆଇସିସି ସ୍ପଷ୍ଟ କରିଥିଲା ଯେ, ଧୋନି ନିଜ ଗ୍ଲୋଭସରେ ଏହି ସ୍ୱତନ୍ତ୍ର ବ୍ୟାଜ୍ ବ୍ୟବହାର କରି ଖେଳିପାରିବେ ନାହିଁ। ଏହା ପରେ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୋନିଙ୍କ କିପିଙ୍ଗ୍ ଗ୍ଲୋଭସରେ ସେହି ବଳିଦାନ ବ୍ୟାଜ୍ ନଥିବା ଦେଖିବାକୁ ମିଳିଛି। ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବଳିଦାନ […]

DHONI

DHONI

Hemant Lenka
  • Published: Sunday, 09 June 2019
  • Updated: 09 June 2019, 09:54 PM IST

Sports

Latest News

ଲଣ୍ଡନ: ଭାରତୀୟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ୍ କିପିଙ୍ଗ୍ ଗ୍ଲୋଭସରେ "ବଳିଦାନ ବ୍ୟାଜ୍"କୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ଆଇସିସି ସ୍ପଷ୍ଟ କରିଥିଲା ଯେ, ଧୋନି ନିଜ ଗ୍ଲୋଭସରେ ଏହି ସ୍ୱତନ୍ତ୍ର ବ୍ୟାଜ୍ ବ୍ୟବହାର କରି ଖେଳିପାରିବେ ନାହିଁ। ଏହା ପରେ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୋନିଙ୍କ କିପିଙ୍ଗ୍ ଗ୍ଲୋଭସରେ ସେହି ବଳିଦାନ ବ୍ୟାଜ୍ ନଥିବା ଦେଖିବାକୁ ମିଳିଛି।

ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବଳିଦାନ ପ୍ରତୀକ ଚିହ୍ନ ଥିବା ବ୍ୟାଜ୍ ପିନ୍ଧି ଖେଳିଥିଲେ। ଯାହାପରେ ଆଇସିସି ଧୋନି ଏହି ପ୍ରତୀକ ବ୍ୟବହାର ନ କରିବାକୁ ବିସିସିଆଇକୁ କହିଥିଲା। ରବିବାର ଧୋନି ସବୁଜ ରଙ୍ଗର କିପିଙ୍ଗ୍ ଗ୍ଲୋଭସ୍ ପିନ୍ଧିଥିଲେ, ଯେଉଁଥିରେ କୌଣସି କମ୍ପାନୀ ଲୋଗୋ କିମ୍ବା ବଳିଦାନର ପ୍ରତୀକ ନଥିଲା। ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ, ଧୋନି ସେହି ପୁରୁଣା ଗ୍ଲୋଭସ୍ ପିନ୍ଧିଛନ୍ତି ନା ନୂଆ।

ସୂଚନାଯୋଗ୍ୟ, ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଧୋନି ଯେଉଁ କିପିଙ୍ଗ୍ ଗ୍ଲୋଭସ ପିନ୍ଧିଥିଲେ, ସେଥିରେ ଇଣ୍ଡିଆନ ପାରା ସ୍ପେଶାଲ ଫୋର୍ସର ପ୍ରତୀକ ଲାଗିଥିଲା, ଯାହାକୁ ବଳିଦାନ ତଥା ତ୍ୟାଗର ପ୍ରତୀକ କୁହାଯାଏ। ଦେଶ ଓ ସେନା ପ୍ରତି ଧୋନିଙ୍କ ଏହି ଭଲ ପାଇବା ଏବଂ ପାରା-କମାଣ୍ଡୋଙ୍କ ପ୍ରତି ରହିଥିବା ସମ୍ମାନକୁ ପ୍ରଶଂସକ ଜୋରଦାର ସମର୍ଥନ କରିଥିଲେ।

ଧୋନିଙ୍କ ଗ୍ଲୋଭସରେ ଥିବା ଏହି ପ୍ରତୀକକୁ ସମସ୍ତେ ବ୍ୟବହାର କରିପାରିବେ ନାହିଁ। ଏହାକୁ କେବଳ ପାରା-କମାଣ୍ଡୋ ଅଫିସର ବ୍ୟବହାର କରିପାରିବେ। ୨୦୧୧ରେ ଧୋନିଙ୍କୁ ପାରା ରେଜିମେଣ୍ଟ ପକ୍ଷରୁ ସମ୍ମାନ ସ୍ୱରୂପ ଲ୍ୟୁଟେନାଣ୍ଟ କର୍ନେଲ୍ ରାଙ୍କ୍ ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story