ଅବସର ନେବେନି କି ୨ ମାସ ଯାଏ ଖେଳିବେନି ଧୋନି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ୱିକେଟ କିପର ବ୍ୟାଟସ୍‌ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି ଆସନ୍ତା ମାସରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ ଖେଳିବେ ନାହିଁ। ତେବେ ଧୋନି ଅବସର ନେବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ୨ ମାସ ଯାଏ ଏହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧୋନି ନିଜେ ବିସିସିଆଇକୁ ସେ ୱେଷ୍ଟଇଣ୍ଡିଜ୍‌ ଟୁରରେ ଯିବେନାହିଁ ବୋଲି କହିଛନ୍ତି। ଏଥିସହ ସେ ୨ ମାସ କ୍ରିକେଟରୁ ଛୁଟି ନେବାକୁ ଚାହୁଁଥିବା କଥା […]

rt

rt

Hemant Lenka
  • Published: Saturday, 20 July 2019
  • Updated: 20 July 2019, 03:55 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ୱିକେଟ କିପର ବ୍ୟାଟସ୍‌ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି ଆସନ୍ତା ମାସରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ ଖେଳିବେ ନାହିଁ।

ତେବେ ଧୋନି ଅବସର ନେବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ୨ ମାସ ଯାଏ ଏହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧୋନି ନିଜେ ବିସିସିଆଇକୁ ସେ ୱେଷ୍ଟଇଣ୍ଡିଜ୍‌ ଟୁରରେ ଯିବେନାହିଁ ବୋଲି କହିଛନ୍ତି।

ଏଥିସହ ସେ ୨ ମାସ କ୍ରିକେଟରୁ ଛୁଟି ନେବାକୁ ଚାହୁଁଥିବା କଥା ଜଣାଇ ଦେଇଛନ୍ତି। ଏହି ସମୟରେ ଧୋନି ପାରାମିଲିଟାରୀ ରେଜିମେଣ୍ଟ ପାଇଁ କାମ କରିବେ। କାରଣ ଧୋନି ଟେରିଟରିଆଲ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟର ଲ୍ୟୁଟନାଣ୍ଟ କର୍ଣ୍ଣେଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ ପିଟିଆଇକୁ ଦେଇଥିବା ସୂଚନା ଅନୁଯାୟୀ, “ଆମେ ଏବେ ୩ଟି କଥା ସ୍ପଷ୍ଟ କରିବାକୁ ଚାହୁଁଛୁ। ଏମଏସ୍‌ ଧୋନି ଏବେ କ୍ରିକେଟରୁ ଅବସର ନେବେନାହିଁ।

ସେ ଏବେ ୨ ମାସ ଯାଏ କ୍ରିକେଟରୁ ନିଜକୁ ଦୂରେଇ ରଖି ପାରାମିଲିଟାରୀ ରେଜିମେଣ୍ଟ ପାଇଁ କାମ କରିବେ। ଆମେ ତାଙ୍କର ଏହି ନିଷ୍ପତ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ଚୟନ କମିଟି ଅଧ୍ୟକ୍ଷ ଏମଏସ୍‌କେ ପ୍ରସାଦଙ୍କୁ ଜଣାଇବୁ।”

୩୮ ବର୍ଷୀୟ ଧୋନି ୨୦୧୯ ବିଶ୍ୱକପ୍‌ରେ ନିଜର ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହୋଇଥିଲେ। ଏହାପରେ ସେ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା।

ତେବେ ଧୋନି ତାଙ୍କ ଅବସର ନିଷ୍ପତ୍ତି ବିସିସିଆଇ ଉପରେ ଛାଡ଼ି ଦେଇଛନ୍ତି। ଅନେକ ପୂର୍ବତନ କ୍ରିକେଟର ଧୋନିଙ୍କୁ ଅବସର ନେଇ ନୂଆ ପିଢ଼ିର କ୍ରିକେଟରଙ୍କ ପାଇଁ ବାଟ ଛାଡ଼ିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story