ମୁହଁ ଖୋଲିଲେ ଧୋନୀ; ଅବସର ନେଇ ଦେଲେ ଏମିତି ମନ୍ତବ୍ୟ

ନୂଆଦିଲ୍ଲୀ: ଏବେ ଭାରତୀୟ ଟିମ୍ ଇଂଲଣ୍ଡରେ ଟେଷ୍ଟ୍ ମ୍ୟାଚ୍ ଖେଳୁଛି। କିନ୍ତୁ ଭାରତ ଫେରି ଆସି ଆରାମ୍ କରୁଛନ୍ତି ମହେନ୍ଦ୍ର ସିଂହ ଧୋନୀ। କାରଣ ସେ ଟେଷ୍ଟ୍‌ରୁ ଅବସର ନେଇ ସାରିଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ୍‌ରେ ସେ ଟିମ୍‌ ସହିତ ଥିଲେ। ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍ ପରେ ହଠାତ୍ ତାଙ୍କୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପ୍ରଚାର ହେଲା, ସେ ଦିନିକିଆରୁ ଅବସର ନେଇ ଯିବେ। ଇଂଲଣ୍ଡ ବିପକ୍ଷ ଶେଷ […]

dhoni

dhoni

Ordigital Desk
  • Published: Thursday, 09 August 2018
  • Updated: 09 August 2018, 02:26 PM IST

Sports

Latest News

ନୂଆଦିଲ୍ଲୀ: ଏବେ ଭାରତୀୟ ଟିମ୍ ଇଂଲଣ୍ଡରେ ଟେଷ୍ଟ୍ ମ୍ୟାଚ୍ ଖେଳୁଛି। କିନ୍ତୁ ଭାରତ ଫେରି ଆସି ଆରାମ୍ କରୁଛନ୍ତି ମହେନ୍ଦ୍ର ସିଂହ ଧୋନୀ। କାରଣ ସେ ଟେଷ୍ଟ୍‌ରୁ ଅବସର ନେଇ ସାରିଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ୍‌ରେ ସେ ଟିମ୍‌ ସହିତ ଥିଲେ।

ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍ ପରେ ହଠାତ୍ ତାଙ୍କୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପ୍ରଚାର ହେଲା, ସେ ଦିନିକିଆରୁ ଅବସର ନେଇ ଯିବେ। ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍‌ ପରେ ସେ ଅମ୍ପାୟରଙ୍କଠାରୁ ବଲ୍‌ ମାଗି ନେଇ ଆସିଥିଲେ। ଆଉ ଏହାକୁ ଦେଖି ଚାଲିଲା ଏମିତି ଆଲୋଚନା। ସେତେବେଳେ ସେ ଏନେଇ କିଛି କହି ନଥିଲେ। କିନ୍ତୁ ଏବେ ମୁହଁ ଖୋଲିଛନ୍ତି।

ଧୋନୀ କହିଛନ୍ତି ଯେ ସେ ୨୦୧୯ ବିଶ୍ୱ କପ୍ କ୍ରିକେଟ୍ ଖେଳିବା ପାଇଁ ଯୋଜନା କରୁଛନ୍ତି।

ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ,“ସେଦିନ ମୁଁ ଅମ୍ପାୟରଙ୍କ ଠାରୁ ବଲ୍ ଆଣିବାର ଅଲଗା ଉଦ୍ଦେଶ୍ୟ ଥିଲା। ବଲ୍ ଶୁଇଂ ହେଉ ନଥିଲା। ବଲ୍ କାହିଁକି ରିଭର୍ସ ଶୁଇଂ ହେଉ ନଥିଲା, ତା’ର କାରଣ ମୁଁ ଜାଣିବାକୁ ଚାହୁଁଥିଲି। ସେଥିପାଇଁ ବଲ୍‌ଟି ମାଗି ଆଣିଥିଲି। ମୁଁ ବଲ୍‌ଟିର ଅବସ୍ଥା ଦେଖିବାକୁ ଚାହୁଁଥିଲି।”

ସେ ଆହୁରି କହିଥିଲେ,“୨୦୧୯ ବିଶ୍ୱକପ୍ ଇଂଲଣ୍ଡରେ ଖେଳା ଯିବ। ତେଣୁ ଏହି ଦିନିକିଆ ସିରିଜ୍ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରତିପକ୍ଷ ଟିମ୍‌ ରିଭର୍ସ ଶୁଇଂ କରିପାରୁଥିଲା, କିନ୍ତୁ ଆମକୁ ମିଳୁ ନଥିଲା। ତେଣୁ ମୁଁ ବଲ୍‌ଟି ମାଗିଥିଲି। ବଲ୍‌ଟିକୁ ନେଇ ମୁଁ ବୋଲିଂ କୋଚ୍‌ଙ୍କୁ ଦେଇଥିଲି ଓ ପଚାରିଥିଲି ବଲ୍‌କୁ କେଉଁ ପାଖରୁ ଘସିଲେ ତାହା ରିଭର୍ସ ଶୁଇଂ ହେବ।”

ଧୋନୀ ସ୍ପଷ୍ଟ କରି ଦେଇଛନ୍ତି ଯେ ସେ ସନ୍ୟାସ ନେବେ ନାହିଁ। ଆସନ୍ତା ବର୍ଷ ବିଶ୍ୱକପ୍ ଖେଳିବା ପାଇଁ ପ୍ରସ୍ତୁତି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story