୧୩ ମାସ ପରେ ଅର୍ଦ୍ଧଶତକ ହାସଲ କଲେ ଧୋନି

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୪ର୍ଥ ୱିକେଟ୍‌ ପାଇଁ ରୋହିତ ଶର୍ମାଙ୍କ ସହ ମିଶି ଦଳର ସ୍ଥିତି ସମ୍ଭାଳିଥିଲେ। ଉଭୟ ୧୩୭ ରନ୍‌ର ଭାଗୀଦାରି କରିଥିବା ବେଳେ ଧୋନି ୫୧ ରନ୍‌ର ଇନିଂସ୍‌ ଖେଳିଥିଲେ। ତେବେ ଦୀର୍ଘ ୧୩ ମାସ ପରେ ଧୋନି ଦିନିକିଆର କୌଣସି ମ୍ୟାଚ୍‌ରେ ୫୦ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ୨୦୧୭ ମସିହା ଡିସେମ୍ବର ମାସରେ ଧୋନି ଶେଷଥର ପାଇଁ ୱେଷ୍ଟଇଣ୍ଡିଜ୍‌ […]

ii

ii

Hemant Lenka
  • Published: Saturday, 12 January 2019
  • Updated: 12 January 2019, 05:38 PM IST

Sports

Latest News

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୪ର୍ଥ ୱିକେଟ୍‌ ପାଇଁ ରୋହିତ ଶର୍ମାଙ୍କ ସହ ମିଶି ଦଳର ସ୍ଥିତି ସମ୍ଭାଳିଥିଲେ। ଉଭୟ ୧୩୭ ରନ୍‌ର ଭାଗୀଦାରି କରିଥିବା ବେଳେ ଧୋନି ୫୧ ରନ୍‌ର ଇନିଂସ୍‌ ଖେଳିଥିଲେ। ତେବେ ଦୀର୍ଘ ୧୩ ମାସ ପରେ ଧୋନି ଦିନିକିଆର କୌଣସି ମ୍ୟାଚ୍‌ରେ ୫୦ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି।

୨୦୧୭ ମସିହା ଡିସେମ୍ବର ମାସରେ ଧୋନି ଶେଷଥର ପାଇଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୦୮ ବଲ୍‌ରେ ୫୦ ରନ୍‌ କରିଥିଲେ। ଏହା ତାଙ୍କ କ୍ୟାରିୟର୍‌ର ସବୁଠାରୁ ଧିମା ଅର୍ଦ୍ଧଶତକ ରହିଥିଲା। ଆଜି ଧୋନି ୯୩ଟି ବଲ୍‌ରେ ୫୦ ରନ୍‌ କରିଛନ୍ତି। ଏହା ତାଙ୍କ କ୍ୟାରିୟର୍‌ର ଦ୍ୱିତୀୟ ଧିମା ଅର୍ଦ୍ଧଶତକ। ସେହିପରି ଧୋନିଙ୍କ ଦିନିକିଆ କ୍ୟାରିୟର୍‌ର ଏହା ୬୮ତମ ଅର୍ଦ୍ଧଶତକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story