ମା’ଙ୍କ ଶରଣରେ ଧୋନୀ: ଚାମ୍ପିୟନ୍‌ସ ଟ୍ରଫି ପୂର୍ବରୁ କଲେ ପୂଜାର୍ଚ୍ଚନା

ରାଞ୍ଚି: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଏମ.ଏସ୍‌ ଧୋନୀ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ରାଞ୍ଚିର ଦେୱରି ମାତା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ଆସନ୍ତା ଜୁନ ୧ତାରିଖ ଠାରୁ ୧୮ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତ କିପରି ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିବ ସେ ନେଇ ଧୋନୀ ମନ୍ଦିର ଯାଇ ପୂଜା କରିଥିବା ଜଣାପଡିଛି। ବର୍ତ୍ତମାନ ଆଇପିଏଲ ଚାଲିଥିବା ବେଳେ ଏଥିରୁ ସମୟ ବାହର କରି ଏହି […]

ms-dhoni-devri_555_051017121340

ms-dhoni-devri_555_051017121340

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 05:02 PM IST

Sports

Latest News

ରାଞ୍ଚି: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଏମ.ଏସ୍‌ ଧୋନୀ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ରାଞ୍ଚିର ଦେୱରି ମାତା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ଆସନ୍ତା ଜୁନ ୧ତାରିଖ ଠାରୁ ୧୮ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତ କିପରି ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିବ ସେ ନେଇ ଧୋନୀ ମନ୍ଦିର ଯାଇ ପୂଜା କରିଥିବା ଜଣାପଡିଛି। ବର୍ତ୍ତମାନ ଆଇପିଏଲ ଚାଲିଥିବା ବେଳେ ଏଥିରୁ ସମୟ ବାହର କରି ଏହି ପୂର୍ବତନ ଅଧିନାୟକ ଟିମ୍‌ ଇଣ୍ଡିଆ ପାଇଁ ପ୍ରାର୍ଥନା କରିଛନ୍ତି। ଭାରତ ଯେତେବେଳେ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥାଏ ତା ପୂର୍ବରୁ ଧୋନୀ ଏହି ମନ୍ଦିରରେ ପୂଜାର୍ଚ୍ଚନା କରିଥିବାର ନଜିର୍‌ ରହିଛି। ୨୦୧୧ ବିଶ୍ୱକପ ପୂର୍ବରୁ ମଧ୍ୟ ଧୋନୀ ଏହି ମନ୍ଦିରରେ ପ୍ରାର୍ଥନା କରିଥଲେ। ଯଦିଓ ସେ ଏବେ ଟିମ୍‌ ଇଣ୍ଡିଆର ଅଧିନାୟକ ନାହାନ୍ତି, ତଥାପି ତାଙ୍କର ଏହି ବିଶ୍ୱାସ ଅନେକଙ୍କୁ ଉତ୍ସାହିତ କରିଛି।

News Picture Courtesy - aajtak

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story