ସମାନ ଗ୍ଲୋଭସ୍‌ ପିନ୍ଧିବେ ଧୋନି, କିନ୍ତୁ...

ଲଣ୍ଡନ: ବିଶ୍ୱକପ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ବଳିଦାନ ଚିହ୍ନ ଥିବା କିପିଂ ଗ୍ଲୋଭସ୍‌କୁ ନେଇ ବିବାଦ ଆରମ୍ଭ ହୋଇଛି। ଆଇସିସି ଧୋନି ଓ ବିସିସିଆଇକୁ ଏଭଳି ବଳିଦାନ ଥିବା ଗ୍ଲୋଭସ ବ୍ୟବହାର କରିବାକୁ ମନା କରିଛି। ତେବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ କ’ଣ ଧୋନି ନିଜର କିପିଂ ଗ୍ଲୋଭସ୍‌ ବଦଳାଇବେ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ତେବେ ଧୋନି ନିଜର ଗ୍ଲୋଭସ୍‌କୁ ବଦଳାଇବେ ନାହିଁ ବୋଲି ଜଣାପଡ଼ିଛି। କେବଳ ଆଇସିସିର ନିୟମ […]

re

re

Hemant Lenka
  • Published: Saturday, 08 June 2019
  • Updated: 08 June 2019, 04:57 PM IST

Sports

Latest News

ଲଣ୍ଡନ: ବିଶ୍ୱକପ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ବଳିଦାନ ଚିହ୍ନ ଥିବା କିପିଂ ଗ୍ଲୋଭସ୍‌କୁ ନେଇ ବିବାଦ ଆରମ୍ଭ ହୋଇଛି। ଆଇସିସି ଧୋନି ଓ ବିସିସିଆଇକୁ ଏଭଳି ବଳିଦାନ ଥିବା ଗ୍ଲୋଭସ ବ୍ୟବହାର କରିବାକୁ ମନା କରିଛି। ତେବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ କ’ଣ ଧୋନି ନିଜର କିପିଂ ଗ୍ଲୋଭସ୍‌ ବଦଳାଇବେ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ତେବେ ଧୋନି ନିଜର ଗ୍ଲୋଭସ୍‌କୁ ବଦଳାଇବେ ନାହିଁ ବୋଲି ଜଣାପଡ଼ିଛି। କେବଳ ଆଇସିସିର ନିୟମ ଅନୁଯାୟୀ, 'ବଳିଦାନ' ଲୋଗୋ ଥିବା ଚିହ୍ନ ଉପରେ ଏକ ପ୍ୟାଚ୍‌ ଲଗାଇବେ। ଅର୍ଥାତ ସେହି ଗ୍ଲୋଭସ ରହିବ ହେଲେ ବାହାରକୁ ସେଇ ଲୋଗୋ ଚିହ୍ନ ଦେଖାଯିବ ନାହିଁ।

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଧୋନି 'ବଳିଦାନ' ଚିହ୍ନ ଥିବା ଗ୍ଲୋଭସ ପିନ୍ଧିଥିଲେ। ଏହାକୁ ନେଇ ବିବାଦ ହେବାରୁ ଆଇସିସି ଏହାକୁ ହଟାଇବାକୁ କହିଥିଲା। କିନ୍ତୁ ବିସିସିଆଇ ପୁଣିଥରେ ଏହାର ବିଚାର କରିବାକୁ ଆଇସିସିକୁ କହିଥିଲା।

କିନ୍ତୁ ଆଇସିସି ଏହିଁ ଆବେଦନକୁ ଖାରଜ କରିଦେଇଛି। ଆଇସିସିର ଇଭେଣ୍ଟରେ ଖେଳାଳି ବା ଦଳ ଖେଳ ସାମଗ୍ରୀରେ କୌଣସି ପ୍ରକାରର ଲୋଗୋ କିମ୍ବା ମେସେଜ୍‌ ବ୍ୟବହାର କରିପାରିବେ ନାହିଁ। ଧୋନି ଭାରତୀୟ ପାରା ସ୍ପେଶାଲ ଫୋର୍ସର 'ବଳିଦାନ' ଚିହ୍ନ ବ୍ୟବହାର କରିଥିବାରୁ ଏହାକୁ ଆଇସିସି ବିରୋଧ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story