ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଚେନ୍ନାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଆଜି କରୋନା ଟେଷ୍ଟ କରାଯାଇଛି। ଆସନ୍ତା ୧୫ ତାରିଖରୁ ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗସର ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ। ଏହାପୂର୍ବରୁ ଏଥିରେ ଯୋଗଦେବାକୁ ଥିବା ସବୁ ଭାରତୀୟ ଖେଳାଳିଙ୍କ କରୋନା ଟେଷ୍ଟ କରାଯାଉଛି। ଏହିକ୍ରମରେ ଧୋନି ମଧ୍ୟ କରୋନା ଟେଷ୍ଟ କରାଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବାରୁ ସେ ଚେପକରେ ଆରମ୍ଭ ହେଉଥିବା ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ […]

dfgf

dfgf

Hemant Lenka
  • Published: Thursday, 13 August 2020
  • Updated: 13 August 2020, 05:58 PM IST

Sports

Latest News

ଚେନ୍ନାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଆଜି କରୋନା ଟେଷ୍ଟ କରାଯାଇଛି। ଆସନ୍ତା ୧୫ ତାରିଖରୁ ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗସର ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ। ଏହାପୂର୍ବରୁ ଏଥିରେ ଯୋଗଦେବାକୁ ଥିବା ସବୁ ଭାରତୀୟ ଖେଳାଳିଙ୍କ କରୋନା ଟେଷ୍ଟ କରାଯାଉଛି। ଏହିକ୍ରମରେ ଧୋନି ମଧ୍ୟ କରୋନା ଟେଷ୍ଟ କରାଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବାରୁ ସେ ଚେପକରେ ଆରମ୍ଭ ହେଉଥିବା ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ।

ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବ। ଏଥିପାଇଁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଭାରତୀୟ ଖେଳାଳିଙ୍କୁ ନେଇ ଚେପକରେ ୫ ଦିନିଆ ଟ୍ରେନିଂ କ୍ୟାମ୍ପ କରାଯିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଦଳର ଅଧିନାୟକ ଭାବେ ଧୋନି ମଧ୍ୟ ଏଥିରେ ଯୋଗଦେବେ। ଟ୍ରେନିଂ କ୍ୟାମ୍ପ ୧୫ରୁ ଆରମ୍ଭ ହୋଇ ୨୦ ଯାଏ ଚାଲିବ। ଏହାପରେ ଅଗଷ୍ଟ ୨୧ରେ ପୂରା ଟିମ ସ୍ୱତନ୍ତ୍ର ବିମାନ ଯୋଗେ ଦୁବାଇ ଗସ୍ତରେ ଯିବେ।

୨୦୧୯ ବିଶ୍ୱକପ ପରେ ପ୍ରଫେସନାଲ କ୍ରିକେଟରୁ ଧୋନି ଦୂରେଇ ରହିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୯ରୁ ଆଇପିଏଲ ଆରମ୍ଭ ହେବାକୁ ଥିବାରୁ ଧୋନି ଫେବୃଆରୀରେ ଚେପକ ଆସି ଅଭ୍ୟାସ କରିଥିଲେ। ହେଲେ କରୋନା ଲକଡାଉନ ସବୁ କିଛି ଭଣ୍ଡୁର କରି ଦେଇଥିଲା। ହେଲେ ଏବେ ବିସିସିଆଇ ଭାରତ ବଦଳରେ ୟୁଏଇରେ ଆଇପିଏଲ କରିବାକୁ ନିଷ୍ପତ୍ତି ନେଇଥିବାରୁ ପୁଣିଥରେ ଧୋନିଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ।

ଚେନ୍ନାଇର ଟ୍ରେନିଂ କ୍ୟାମ୍ପରେ କୋଚିଂ ଷ୍ଟାଫ ଭାବେ କେବଳ ଲକ୍ଷ୍ମୀପତି ବାଲାଜୀ ଯୋଗଦେବେ। ଅଗଷ୍ଟ ୨୨ରେ ମୁଖ୍ୟ କୋଚ ଷ୍ଟେପେନ ଫ୍ଲେମିଂ ଓ ସହକାରୀ କୋଚ ମାଇକ ହସି ଦୁବାଇରେ ହିଁ ଦଳ ସହ ସାମିଲ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story