ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ଦେବାକୁ ଦାବି କଲେ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ:  ଆଜି ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ୧୧୨ତମ ଜୟନ୍ତୀ। ଏହି ମହାନ୍‌ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ତାଙ୍କୁ ଭାରତରତ୍ନ ପ୍ରଦାନ ଲାଗି ଉଠିଥିବା ଦାବି ତୀବ୍ର ହୋଇଛି। ଗତକାଲି ଦିଲ୍ଲୀର ଜନ୍ତରମନ୍ତର ଠାରେ ପୂର୍ବତନ କ୍ୟାପଟେନ୍‌ ତଥା ସାଂସଦ ଦିଲୀପ ତିର୍କୀଙ୍କ ନେତୃତ୍ୱରେ ବହୁ ଖେଳାଳି ଉପସ୍ଥିତ ରହି ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଥିଲେ। ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ  ଏକ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା।

dilip

dilip

Rakesh Mallick
  • Published: Monday, 29 August 2016
  • Updated: 29 August 2016, 08:40 AM IST

Sports

Latest News

balukaନୂଆଦିଲ୍ଲୀ:  ଆଜି ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ୧୧୨ତମ ଜୟନ୍ତୀ। ଏହି ମହାନ୍‌ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ତାଙ୍କୁ ଭାରତରତ୍ନ ପ୍ରଦାନ ଲାଗି ଉଠିଥିବା ଦାବି ତୀବ୍ର ହୋଇଛି। ଗତକାଲି ଦିଲ୍ଲୀର ଜନ୍ତରମନ୍ତର ଠାରେ ପୂର୍ବତନ କ୍ୟାପଟେନ୍‌ ତଥା ସାଂସଦ ଦିଲୀପ ତିର୍କୀଙ୍କ ନେତୃତ୍ୱରେ ବହୁ ଖେଳାଳି ଉପସ୍ଥିତ ରହି ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଥିଲେ।

ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ  ଏକ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos