ଧୋନିଙ୍କ ମହାନତାକୁ ବିରୋଧ କରିବା ବେଶ କଷ୍ଟ ବୋଲି କହିଲେ ଏହି କିମ୍ବଦନ୍ତୀ କ୍ରିକେଟର

ମୁମ୍ବାଇ: ଭାରତକୁ ଦୁଇ ଥର ବିଶ୍ୱ ବିଜେତା କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମହାନ ବୋଲି କହି ପ୍ରଶଂସା କରିଛନ୍ତି ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ କେଭିନ ପିଟରସନ। ଧୋନି ଭାରତୀୟ କ୍ରିକେଟ ଓ ଆଇପିଏଲରେ ଚେନ୍ନାଇକୁ ଅନେକ କିଛି ସଫଳତା ଦେଇଛନ୍ତି। ତେଣୁ ତାଙ୍କ ମହାନତାକୁ ବିରୋଧ କରି ଯୁକ୍ତି କରିବା ବେଶ କଷ୍ଟକର ବୋଲି ପିଟରସନ କହିଛନ୍ତି। ସେ କହିଛନ୍ତି, “ଧୋନିଙ୍କ ବିରୋଧରେ ମତ ଦେବା ଓ ଏହାର ଆଶା କରିବା ବେଶ […]

d

d

Hemant Lenka
  • Published: Saturday, 18 April 2020
  • Updated: 18 April 2020, 02:56 PM IST

Sports

Latest News

ମୁମ୍ବାଇ: ଭାରତକୁ ଦୁଇ ଥର ବିଶ୍ୱ ବିଜେତା କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମହାନ ବୋଲି କହି ପ୍ରଶଂସା କରିଛନ୍ତି ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ କେଭିନ ପିଟରସନ।

ଧୋନି ଭାରତୀୟ କ୍ରିକେଟ ଓ ଆଇପିଏଲରେ ଚେନ୍ନାଇକୁ ଅନେକ କିଛି ସଫଳତା ଦେଇଛନ୍ତି। ତେଣୁ ତାଙ୍କ ମହାନତାକୁ ବିରୋଧ କରି ଯୁକ୍ତି କରିବା ବେଶ କଷ୍ଟକର ବୋଲି ପିଟରସନ କହିଛନ୍ତି।

ସେ କହିଛନ୍ତି, “ଧୋନିଙ୍କ ବିରୋଧରେ ମତ ଦେବା ଓ ଏହାର ଆଶା କରିବା ବେଶ କଷ୍ଟସାଧ୍ୟ। କାରଣ ଭାରତୀୟ କ୍ରିକେଟ ଟିମ ଓ ଚେନ୍ନାଇର ଅଧିନାୟକ ଥିବା ବେଳେ ଲୋକମାନେ ଯାହା ଚାହିଁଛନ୍ତି ଧୋନି ତାହା କରି ଦେଖାଇଛନ୍ତି। ସେ ଜଣେ ମହାନ କ୍ରିକେଟର।

ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ଜିତିଛି। ୨୦୧୩ ଚାମ୍ପିୟନସ ଟ୍ରଫି ମଧ୍ୟ ଭାରତ ତାଙ୍କ କ୍ୟାପ୍ଟେନଶିପରେ ଜିତିଛି। ୨୦୧୦, ୨୦୧୧ ଓ ୨୦୧୮ରେ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପରକିଙ୍ଗସ ଆଇପିଏଲରେ ଚାମ୍ପିୟନ ହୋଇଛି। ତେଣୁ ତାଙ୍କ ମହାନତାକୁ ସମାଲୋଚନା କରିବା ବେଶ କଷ୍ଟକର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story