ଦିନେଶ ଚାଣ୍ଡିମାଲଙ୍କର ହେଲା ସର୍ଜରୀ

କଲମ୍ବୋ: ଗତ ସପ୍ତାହରେ ଏକ ଘରୋଇ ମ୍ୟାଚ୍‌ ଖେଳୁଥିବା ବେଳେ ଶ୍ରୀଲଙ୍କାର ୱିକେଟ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍‌ ଦିନେଶ ଚାଣ୍ଡିମାଲଙ୍କ ବୃଦ୍ଧାଙ୍ଗୁଳିରେ ଆଘାତ ଲାଗିଥିଲା। ଆଜି ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ମ୍ୟାଚ୍‌ ବେଳେ ଏକ ବଲ ତାଙ୍କ ବୃଦ୍ଧାଙ୍ଗୁଳିରେ ବାଜିରୁ ଗଭୀର କ୍ଷତ ସୃଷ୍ଟି ହେବା ସହ ହାଡ଼ ଭାଙ୍ଗି ଯାଇଥିଲା। ତତ୍‌କ୍ଷଣାତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସୁସ୍ଥ ହେବାକୁ ୩ ସପ୍ତାହ ଲାଗିବ ବୋଲି ଡାକ୍ତର କହିଛନ୍ତି। ଶ୍ରୀଲଙ୍କାର ଜିମ୍ବାୱେ ସିରିଜ୍‌ ପୂର୍ବରୁ […]

dinesh-chandimal

dinesh-chandimal

Rakesh Mallick
  • Published: Monday, 19 September 2016
  • Updated: 19 September 2016, 06:44 PM IST

Sports

Latest News

କଲମ୍ବୋ: ଗତ ସପ୍ତାହରେ ଏକ ଘରୋଇ ମ୍ୟାଚ୍‌ ଖେଳୁଥିବା ବେଳେ ଶ୍ରୀଲଙ୍କାର ୱିକେଟ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍‌ ଦିନେଶ ଚାଣ୍ଡିମାଲଙ୍କ ବୃଦ୍ଧାଙ୍ଗୁଳିରେ ଆଘାତ ଲାଗିଥିଲା। ଆଜି ତାଙ୍କର ଅସ୍ତ୍ରୋପଚାର କରାଯାଇଛି।

ମ୍ୟାଚ୍‌ ବେଳେ ଏକ ବଲ ତାଙ୍କ ବୃଦ୍ଧାଙ୍ଗୁଳିରେ ବାଜିରୁ ଗଭୀର କ୍ଷତ ସୃଷ୍ଟି ହେବା ସହ ହାଡ଼ ଭାଙ୍ଗି ଯାଇଥିଲା। ତତ୍‌କ୍ଷଣାତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ସୁସ୍ଥ ହେବାକୁ ୩ ସପ୍ତାହ ଲାଗିବ ବୋଲି ଡାକ୍ତର କହିଛନ୍ତି। ଶ୍ରୀଲଙ୍କାର ଜିମ୍ବାୱେ ସିରିଜ୍‌ ପୂର୍ବରୁ ଚାଣ୍ଡିମାଲ ସୁସ୍ଥ ହୋଇଯିବେ ବୋଲି ଟିମ୍‌ ପରିଚାଳକ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story