ଭାରତ ପାଇଁ ଟି-୨୦ ଖେଳିବାକୁ କାର୍ତ୍ତିକଙ୍କ ଇଚ୍ଛା

ଚେନ୍ନାଇ: ବିଶ୍ୱକପ ପରେ ୩୪ ବର୍ଷୀୟ ଦୀନେଶ କାର୍ତ୍ତିକଙ୍କୁ ଆଉ ଜାତୀୟ ଟିମ୍‌ରେ ଦେଖିବାକୁ ମିଳୁନାହିଁ। ସେ ଜାତୀୟ ଟିମ୍‌କୁ ଫେରିବେ ବୋଲି ମଧ୍ୟ କେହି ଆଶା କରି ନାହାନ୍ତି। ହେଲେ ଖୋଦ୍‌ କାର୍ତ୍ତିକ ଟିମ୍‌ ଇଣ୍ଡିଆର ଟି-୨୦ ସ୍କ୍ୱାଡ୍‌ରେ ସାମିଲ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏପରି କି ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ଖେଳିବାକୁ ମଧ୍ୟ ସେ ଚାହୁଁଥିବା ପରୋକ୍ଷରେ ସଙ୍କେତ ଦେଇଛନ୍ତି। କାର୍ତ୍ତିକ କହିଛନ୍ତି, “ଆମ ପାଇଁ ଆଉ ଏକ ଟି-୨୦ […]

ss

ss

Hemant Lenka
  • Published: Thursday, 07 November 2019
  • Updated: 07 November 2019, 05:04 PM IST

ଚେନ୍ନାଇ: ବିଶ୍ୱକପ ପରେ ୩୪ ବର୍ଷୀୟ ଦୀନେଶ କାର୍ତ୍ତିକଙ୍କୁ ଆଉ ଜାତୀୟ ଟିମ୍‌ରେ ଦେଖିବାକୁ ମିଳୁନାହିଁ। ସେ ଜାତୀୟ ଟିମ୍‌କୁ ଫେରିବେ ବୋଲି ମଧ୍ୟ କେହି ଆଶା କରି ନାହାନ୍ତି। ହେଲେ ଖୋଦ୍‌ କାର୍ତ୍ତିକ ଟିମ୍‌ ଇଣ୍ଡିଆର ଟି-୨୦ ସ୍କ୍ୱାଡ୍‌ରେ ସାମିଲ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏପରି କି ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ଖେଳିବାକୁ ମଧ୍ୟ ସେ ଚାହୁଁଥିବା ପରୋକ୍ଷରେ ସଙ୍କେତ ଦେଇଛନ୍ତି।

କାର୍ତ୍ତିକ କହିଛନ୍ତି, “ଆମ ପାଇଁ ଆଉ ଏକ ଟି-୨୦ ବିଶ୍ୱକପ ଆସୁଛି। ଏଥିରେ ମୁଁ ଟିମ୍‌ ଇଣ୍ଡିଆର ଫିନିଶର ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚେଷ୍ଟା କରୁଛି। ଖାଲି ଫିନିଶର ନୁହେଁ, ମୁଁ ମଧ୍ୟକ୍ରମରେ ମଧ୍ୟ ବ୍ୟାଟିଂ କରିପାରିବି। ତେଣୁ ମୁଁ ଏଥିପାଇଁ ପରିଶ୍ରମ ଜାରି ରଖିଛି। ଗୋଟିଏ ଦିନରେ କାହାକୁ ସଫଳତା ମିଳେନାହିଁ। ଏଥିପାଇଁ ପରିଶ୍ରମ କରିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story