ଟୋକିଓ ଅଲିମ୍ପିକ୍‌ରେ ପଦକ ଆଣିବି: ଦୀପା

ନୂଆଦିଲ୍ଲୀ:ରିଓ ଅଲିମ୍ପିକ୍‌ରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଅଗରତାଲାର ଜିମନ୍ନାଷ୍ଟ ଦୀପା କର୍ମକାର ଆଜି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ଏହାସହ ୪ ବର୍ଷ ପରେ ଜାପାନର ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍‌ରେ ନିଶ୍ଚିତ ମେଡାଲ ଆଣିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅଗରତାଲାର ବିବେକାନନ୍ଦ ଷ୍ଟାଡିୟମରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ସେ କହିଛନ୍ତି,“ଭାରତରେ ବହୁ ଉଚ୍ଚପ୍ରତିଭା ସମ୍ପନ୍ନ ପ୍ରଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବିଶେଶ୍ୱର ନନ୍ଦି ଅନ୍ୟତମ। ମୋ ପରି ଜଣେ ସାଧାରଣ ଝିଅକୁ […]

DIPA

DIPA

Rakesh Mallick
  • Published: Monday, 22 August 2016
  • Updated: 22 August 2016, 04:57 PM IST

Sports

Latest News

ନୂଆଦିଲ୍ଲୀ:ରିଓ ଅଲିମ୍ପିକ୍‌ରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଅଗରତାଲାର ଜିମନ୍ନାଷ୍ଟ ଦୀପା କର୍ମକାର ଆଜି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ଏହାସହ ୪ ବର୍ଷ ପରେ ଜାପାନର ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍‌ରେ ନିଶ୍ଚିତ ମେଡାଲ ଆଣିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଅଗରତାଲାର ବିବେକାନନ୍ଦ ଷ୍ଟାଡିୟମରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ସେ କହିଛନ୍ତି,“ଭାରତରେ ବହୁ ଉଚ୍ଚପ୍ରତିଭା ସମ୍ପନ୍ନ ପ୍ରଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବିଶେଶ୍ୱର ନନ୍ଦି ଅନ୍ୟତମ। ମୋ ପରି ଜଣେ ସାଧାରଣ ଝିଅକୁ ସେ ବ୍ରାଜିଲର ରିଓ ଡି ଜେନେରିଓକୁ ନେଇଥିଲେ। ତାଙ୍କ ନିକଟରେ ମୁଁ କୃତଜ୍ଞ। କିନ୍ତୁ ମେଡାଲ ଦେଇପାରି ନ ଥିବାରୁ ମୁଁ ଦୁଃଖିତ।”

ଆଜି ନୂଆଦିଲ୍ଲୀରୁ ଅଗରତାଲାରେ ପହଞ୍ଚିବା ପରେ ଦୀପା ଓ ତାଙ୍କ କୋଚ୍‌ ବିଶେଶ୍ୱର ନନ୍ଦିଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସମ୍ବର୍ଦ୍ଧନା ସ୍ଥଳକୁ ନିଆଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନୀକ ସରକାରଙ୍କ ସମେତ ବହୁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story