ଦୀପାଙ୍କୁ ସମ୍ବର୍ଦ୍ଧିତ କରିବେ ତ୍ରିପୁରା ସରକାର

ଅଗରତାଲା: ରିଓ ଅଲିମ୍ପିକ୍‌ରୁ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଜିମ୍‌ନାଷ୍ଟ ଦୀପା କର୍ମକାରଙ୍କୁ ସୋମବାର ଦିନ ସମ୍ବର୍ଦ୍ଧିତ କରିବେ ତ୍ରିପୁରା ସରକାର।

ଯୁବ ଓ କ୍ରୀଡା ବ୍ୟାପାର ନିର୍ଦ୍ଦେଶକ ଦୁଲାଲ ଦାସ କହିଛନ୍ତି,“ମୁଖ୍ୟମନ୍ତ୍ରୀ ମାନିକ୍‌ ସରକାର ଏବଂ ଯୁବ ଓ କ୍ରୀଡାମନ୍ତ୍ରୀ ସାହିଦ ଚୌଧୁରୀ ଦୀପା ଓ ତାଙ୍କ କୋଚ୍ ବିଶ୍ୱେଶ୍ୱର ନନ୍ଦିଙ୍କୁ ସ୍ୱାମୀ ବିବେକାନନ୍ଦ ମଇଦାନରେ ସମ୍ବର୍ଦ୍ଧିତ କରିବେ।”

ଏହି  କାର୍ଯ୍ୟକ୍ରମରେ ଜିମ୍ନାଷ୍ଟ ତଥା ଅର୍ଜୁନ ପୁରସ୍କାର ବିଜେତା ମଣ୍ଟୁ ଦେବନାଥ ଓ ଅନ୍ୟ କ୍ରୀଡାବିତ ମାନେ ଉପସ୍ଥିତ ରହିବେ।

ଆହୁରି ପଢ଼ନ୍ତୁ

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା

‘ଟିମ୍ ଇଣ୍ଡିଆ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ସୌରଭ ଗାଙ୍ଗୁଲି’

ବିସିସିଆଇ ଓ ଚୀନ୍ କମ୍ପାନୀ ଭିଭୋ ସହିତ ଚୁକ୍ତି ବାତିଲ୍ ହେବ କି?