ରିଓ ମେଡାଲ ବିଜେତାଙ୍କୁ ମହାରାଜା ଏକ୍ସପ୍ରେସରେ ମାଗଣାରେ ବୁଲାଇବ ଆଇଆରସିଟିସି

ନୂଆଦିଲ୍ଲୀ: ରିଓରେ ମେଡାଲ ଜିତିଥିବା ପିଭି ସିନ୍ଧୁ ଓ ସାକ୍ଷୀ ମଲିକ୍‌ଙ୍କ ବିଳାସପୂର୍ଣ୍ଣ ମହାରାଜା ଏକ୍ସପ୍ରେସରେ ମାଗଣାରେ ବୁଲାଇବାକୁ ଆଗ୍ରହ ପ୍ରକାଶ କରିଛି ରେଳବାଇର ରାଷ୍ଟ୍ରାୟତ କମ୍ପାନୀ ଇଣ୍ଡିଆନ୍‌ ରେଲ୍‌ୱେ କ୍ୟାଟିରିଂ ଆଣ୍ଡ ଟ୍ୟୁରିଜିମ୍‌ କର୍ପୋରେଶନ (ଆଇଆରସିଟିସି)। ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ତ୍ରିପୁରା ଜିମ୍ନାଷ୍ଟ ଦୀପା କର୍ମକାରଙ୍କୁ ମଧ୍ୟ ଏହି ସୁଯୋଗ ଦେଇଛି ଏହି କମ୍ପାନୀ। ଆଇଆରସିଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ କେ ମୋନୋଚା କହିଛନ୍ତି,“ଆମେ ପିଭି ସିନ୍ଧୁ ଓ ସାକ୍ଷୀ ମଲିକଙ୍କ […]

dipakarmakar-pvsindu-sakhi-malik

dipakarmakar-pvsindu-sakhi-malik

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 07:17 PM IST

Sports

Latest News

ନୂଆଦିଲ୍ଲୀ: ରିଓରେ ମେଡାଲ ଜିତିଥିବା ପିଭି ସିନ୍ଧୁ ଓ ସାକ୍ଷୀ ମଲିକ୍‌ଙ୍କ ବିଳାସପୂର୍ଣ୍ଣ ମହାରାଜା ଏକ୍ସପ୍ରେସରେ ମାଗଣାରେ ବୁଲାଇବାକୁ ଆଗ୍ରହ ପ୍ରକାଶ କରିଛି ରେଳବାଇର ରାଷ୍ଟ୍ରାୟତ କମ୍ପାନୀ ଇଣ୍ଡିଆନ୍‌ ରେଲ୍‌ୱେ କ୍ୟାଟିରିଂ ଆଣ୍ଡ ଟ୍ୟୁରିଜିମ୍‌ କର୍ପୋରେଶନ (ଆଇଆରସିଟିସି)।

ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ତ୍ରିପୁରା ଜିମ୍ନାଷ୍ଟ ଦୀପା କର୍ମକାରଙ୍କୁ ମଧ୍ୟ ଏହି ସୁଯୋଗ ଦେଇଛି ଏହି କମ୍ପାନୀ।

ଆଇଆରସିଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ କେ ମୋନୋଚା କହିଛନ୍ତି,“ଆମେ ପିଭି ସିନ୍ଧୁ ଓ ସାକ୍ଷୀ ମଲିକଙ୍କ ପାଇଁ ଗର୍ବ ଅନୁଭବ କରୁଛୁ। ସେମାନେ ରିଓରେ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି। ତେଣୁ ତାଙ୍କୁ ଆମେ ଏହି ସୁଯୋଗ ଦେବାକୁ ଯୋଜନା କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story