ସର୍ବିୟାକୁ ଫାଇନାଲରେ ପହଞ୍ଚାଇଲେ ଜୋକୋଭିଚ୍‌

ସିଡନୀ: ବିଶ୍ୱର ଦୁଇ ନମ୍ବର ଟେନିସ ତାରକା ନୋଭାକ ଜୋକୋଭିଚ୍‌ ନିଜର ଯାଦୁ ବଳରେ ମ୍ୟାଚ୍‌ ଜିତି ସର୍ବିୟାକୁ ଏଠାରେ ଅନୁଷ୍ଠିତ ଏଟିପି କପ୍‌ ଫାଇନାଲରେ ପ୍ରବେଶ କରାଇଛନ୍ତି। ଶନିବାର ଜୋକୋଭିଚ୍‌ଙ୍କ ମୁକାବିଲା ରୁଷର ଟେନିସ ତାରକା ଡାନିଲ ମାଡଭେଡେଭଙ୍କ ସହ ହୋଇଥିଲା। ହେଲେ ଜୋକୋଭିଚ୍‌ ତାଙ୍କୁ ୬-୧, ୫-୭ ଓ ୬-୪ ସେଟରେ ପରାସ୍ତ କରିଥିଲେ। ସର୍ବିୟା ଏବେ ଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆ କିମ୍ବା ରାଫେଲ ନାଦାଲଙ୍କ ସ୍ପେନ ମଧ୍ୟରୁ ଜଣଙ୍କୁ ଭେଟିବ। ଜୋକୋଭିଚ୍‌ଙ୍କ ମ୍ୟାଚ୍‌ […]

Untitled-1

Untitled-1

Hemant Lenka
  • Published: Saturday, 11 January 2020
  • Updated: 11 January 2020, 05:55 PM IST

Sports

Latest News

ସିଡନୀ: ବିଶ୍ୱର ଦୁଇ ନମ୍ବର ଟେନିସ ତାରକା ନୋଭାକ ଜୋକୋଭିଚ୍‌ ନିଜର ଯାଦୁ ବଳରେ ମ୍ୟାଚ୍‌ ଜିତି ସର୍ବିୟାକୁ ଏଠାରେ ଅନୁଷ୍ଠିତ ଏଟିପି କପ୍‌ ଫାଇନାଲରେ ପ୍ରବେଶ କରାଇଛନ୍ତି। ଶନିବାର ଜୋକୋଭିଚ୍‌ଙ୍କ ମୁକାବିଲା ରୁଷର ଟେନିସ ତାରକା ଡାନିଲ ମାଡଭେଡେଭଙ୍କ ସହ ହୋଇଥିଲା।

ହେଲେ ଜୋକୋଭିଚ୍‌ ତାଙ୍କୁ ୬-୧, ୫-୭ ଓ ୬-୪ ସେଟରେ ପରାସ୍ତ କରିଥିଲେ। ସର୍ବିୟା ଏବେ ଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆ କିମ୍ବା ରାଫେଲ ନାଦାଲଙ୍କ ସ୍ପେନ ମଧ୍ୟରୁ ଜଣଙ୍କୁ ଭେଟିବ।

ଜୋକୋଭିଚ୍‌ଙ୍କ ମ୍ୟାଚ୍‌ ପୂର୍ବରୁ ସର୍ବିୟାର ଡୁସାନ ଲାଜଭିଚ୍‌ ରୁଷର କାରେନ ଖାଚାନୋଭଙ୍କୁ ପରାସ୍ତ କରି ନିଜ ଦଳକୁ ୨-୦ରେ ଆଗକୁଆ କରିଦେଇଥିଲେ। ଏହାପରେ ଜୋକୋଭିଚ୍‌ ନିଜର ଜଲୱା ଦେଖାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story