ଅଷ୍ଟ୍ରେଲିଆ ଓପନ ପାଇଁ ଆଡିଲେଡ ଇଣ୍ଟରନ୍ୟାଶନାଲକୁ ଏହି ଖେଳାଳିଙ୍କ ନା

ଆଡିଲେଡ: ବିଶ୍ୱର ଦୁଇ ନମ୍ବର ଟେନିସ ଖେଳାଳି ତଥା ସର୍ବିୟା ତାରକା ନୋଭାକ ଜୋକୋଭିଚ୍‌ ଆଗାମୀ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ଆସନ୍ତା ଅଷ୍ଟ୍ରେଲିଆ ଓପନକୁ ଦୃଷ୍ଟିରେ ରଖି ଜୋକୋଭିଚ୍‌ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆଡିଲେଡ୍‌ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଅଲିଷ୍ଟାଇର ମ୍ୟାକଡୋନାଲ୍ଡ କହିଛନ୍ତି, “ଜୋକୋଭିଚ୍‌ଙ୍କ ଭଳି ଖେଳାଳି ଚଳିତ ବର୍ଷ ଆଡିଲେଡ ଟୁର୍ଣ୍ଣାମେଣ୍ଟ ନ ଖେଳିବା ଆମ ସମସ୍ତଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର। ଆମର ଆଶା ଆମେ ଆସନ୍ତାବର୍ଷ ତାଙ୍କୁ ଏଠାରେ ସ୍ୱାଗତ […]

vb

vb

Hemant Lenka
  • Published: Saturday, 11 January 2020
  • Updated: 11 January 2020, 06:39 PM IST

Sports

Latest News

ଆଡିଲେଡ: ବିଶ୍ୱର ଦୁଇ ନମ୍ବର ଟେନିସ ଖେଳାଳି ତଥା ସର୍ବିୟା ତାରକା ନୋଭାକ ଜୋକୋଭିଚ୍‌ ଆଗାମୀ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ଆସନ୍ତା ଅଷ୍ଟ୍ରେଲିଆ ଓପନକୁ ଦୃଷ୍ଟିରେ ରଖି ଜୋକୋଭିଚ୍‌ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଆଡିଲେଡ୍‌ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଅଲିଷ୍ଟାଇର ମ୍ୟାକଡୋନାଲ୍ଡ କହିଛନ୍ତି, “ଜୋକୋଭିଚ୍‌ଙ୍କ ଭଳି ଖେଳାଳି ଚଳିତ ବର୍ଷ ଆଡିଲେଡ ଟୁର୍ଣ୍ଣାମେଣ୍ଟ ନ ଖେଳିବା ଆମ ସମସ୍ତଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର। ଆମର ଆଶା ଆମେ ଆସନ୍ତାବର୍ଷ ତାଙ୍କୁ ଏଠାରେ ସ୍ୱାଗତ କରିବାର ସୁଯୋଗ ପାଇବୁ।

ଆମେ ଜାଣିଛୁ ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଆମେ ଏଥିରେ କିଛି ବି କରିପାରିବୁ ନାହିଁ। ତେବେ ଆମ ତରଫରୁ ଜୋକୋଭିଚ୍‌କୁ ଏଟିପି କପ ଓ ଆସନ୍ତା ଅଷ୍ଟ୍ରେଲିଆ ଓପନ ପାଇଁ ଶୁଭେଚ୍ଛା।” ବର୍ତ୍ତମାନ ଜୋକୋଭିଚ୍‌ ସିଡନୀରେ ଏଟିପି କପ ଖେଳୁଛନ୍ତି। ଏଠାରେ ସେ ସର୍ବିୟା ଟିମ୍‌କୁ ମଧ୍ୟ ଫାଇନାଲରେ ପହଞ୍ଚାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story