ପୁଅ ସହିତ ଲାଇନ୍‌ରେ ଛିଡ଼ା ହେଲେ ଦ୍ରାବିଡ଼: ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ କେବଳ ଜଣେ ଭଲ କ୍ରିକେଟର୍‌ ନୁହଁନ୍ତି ସେ ଜଣେ ଭଲ ମଣିଷ ମଧ୍ୟ। ଏହା ପୁଣି ଥରେ ପ୍ରମାଣିତ ହୋଇଛି। ୪୪ ବର୍ଷୀୟ ଦ୍ରାବିଡଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏଥିରେ ସେ ତାଙ୍କ ପୁଅ ସହିତ ଲାଇନ୍‌ରେ ଛିଡ଼ା ହୋଇଛନ୍ତି। ତାଙ୍କ ପୁଅ ଆଗରେ ଅଛନ୍ତି। ତାଙ୍କ ପରେ ଜଣେ ଝିଅ ଛିଡ଼ା ହୋଇଛି। ତା’ପରେ ରାହୁଲ […]

NBT-image

NBT-image

Rakesh Mallick
  • Published: Friday, 24 November 2017
  • Updated: 25 November 2017, 08:01 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ କେବଳ ଜଣେ ଭଲ କ୍ରିକେଟର୍‌ ନୁହଁନ୍ତି ସେ ଜଣେ ଭଲ ମଣିଷ ମଧ୍ୟ। ଏହା ପୁଣି ଥରେ ପ୍ରମାଣିତ ହୋଇଛି। ୪୪ ବର୍ଷୀୟ ଦ୍ରାବିଡଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏଥିରେ ସେ ତାଙ୍କ ପୁଅ ସହିତ ଲାଇନ୍‌ରେ ଛିଡ଼ା ହୋଇଛନ୍ତି। ତାଙ୍କ ପୁଅ ଆଗରେ ଅଛନ୍ତି। ତାଙ୍କ ପରେ ଜଣେ ଝିଅ ଛିଡ଼ା ହୋଇଛି। ତା’ପରେ ରାହୁଲ ଛିଡ଼ା ହୋଇଛନ୍ତି। ଏହି ଫଟୋ ଏକ ବିଜ୍ଞାନ ମେଳାର ବୋଲି ଜଣାପଡ଼ିଛି।ସେଠାରେ ବିଭିନ୍ନ  ଷ୍ଟଲ୍‌ ଦେଖିବା ପାଇଁ ଲାଇନରେ ଯିବାକୁ ବ୍ୟବସ୍ଥା କରାଯାଇଥିଲା। ଦ୍ରାବିଡ଼ ଜଣେ ପ୍ରସିଦ୍ଧ କ୍ରିକେଟର୍‌ ହୋଇଥିଲେ ମଧ୍ୟ ପୁଅ ସହିତ ଲାଇନ୍‌ରେ ଛିଡ଼ା ହୋଇଥିଲେ। ଏହି ଫଟୋକୁ ୩୧୦୦ରୁ ଅଧିକ ଲୋକ ରିଟ୍ୱିଟ୍‌ କରିବା ସହ ୬୦୦୦ରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି। ରାହୁଲ ଦ୍ରାବିଡ଼ ଟେଷ୍ଟରେ ୧୩,୨୮୮ ରନ୍ କରିଥିବା ବେଳେ ଦିନିକିଆରେ ୧୦,୮୮୯ ରନ୍ କରିଛନ୍ତି।

୨୦୦୩ରେ ଦ୍ରାବିଡ଼ଙ୍କ ଡାକ୍ତର ବିଜେତା ପେନ୍ଧାରକରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ- ସମିତ ଓ ଅନଭ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story