ଆଇପିଏଲର ଟାଇଟଲ ପ୍ରାୟୋଜକ ହେଲା ଡ୍ରିମ ୧୧

ମୁମ୍ବାଇ: ଚାଇନିଜ କମ୍ପାନୀ ଭିଭୋ ବ୍ୟୟବହୁଳ ଆଇପିଏଲର ମୁଖ୍ୟ ପ୍ରାୟୋଜକ ପଦରୁ ହଟିବା ପରେ ଏବେ କିଏ ଏହି ସ୍ଥାନ ଦଖଲ କରିବ, ତା’କୁ ନେଇ ଜାରି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୟୁଏଇରେ ହେବାକୁ ଥିବା ଆପିଏଲର ୧୩ତମ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ଡିମ୍ର ୧୧ ହୋଇଛି। ଏଥିପାଇଁ ଡ୍ରିମ ୧୧ ବିସିସିଆଇକୁ ୨୨୨ କୋଟି ଟଙ୍କା ଟଙ୍କା ଦେବ। ଡ୍ରିମ ୧୧ ଗୋଟିଏ ବର୍ଷ ପାଇଁ ମୁଖ୍ୟ ପ୍ରାୟୋଜକ ହେବାକୁ ଅନୁମୋଦନ ପାଇଥିବା ଆଇପିଏଲ […]

dt

dt

Hemant Lenka
  • Published: Tuesday, 18 August 2020
  • Updated: 18 August 2020, 05:38 PM IST

Sports

Latest News

ମୁମ୍ବାଇ: ଚାଇନିଜ କମ୍ପାନୀ ଭିଭୋ ବ୍ୟୟବହୁଳ ଆଇପିଏଲର ମୁଖ୍ୟ ପ୍ରାୟୋଜକ ପଦରୁ ହଟିବା ପରେ ଏବେ କିଏ ଏହି ସ୍ଥାନ ଦଖଲ କରିବ, ତା’କୁ ନେଇ ଜାରି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୟୁଏଇରେ ହେବାକୁ ଥିବା ଆପିଏଲର ୧୩ତମ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ଡିମ୍ର ୧୧ ହୋଇଛି। ଏଥିପାଇଁ ଡ୍ରିମ ୧୧ ବିସିସିଆଇକୁ ୨୨୨ କୋଟି ଟଙ୍କା ଟଙ୍କା ଦେବ। ଡ୍ରିମ ୧୧ ଗୋଟିଏ ବର୍ଷ ପାଇଁ ମୁଖ୍ୟ ପ୍ରାୟୋଜକ ହେବାକୁ ଅନୁମୋଦନ ପାଇଥିବା ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି।

ଆଇପିଏଲର ଚଳିତ ବର୍ଷ ପ୍ରାୟୋଜକ ହେବାକୁ ଏକାଧିକ କମ୍ପାନୀ ଆବେଦନ କରିଥିଲେ। ଏଥିରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ମଧ୍ୟ ସାମିଥିଲା ବୋଲି ସୂଚନା ମିଳିଛି। ଏହାବାଦ ବାଇଜୁସ, ଅନ୍ଏକାଡେମି ଓ ଟାଟା ସନ୍ସ ମଧ୍ୟ ରେସରେ ରହିଥିଲେ। ହେଲେ ସମସ୍ତଙ୍କୁ ମାତ ଦେଇ ଗେମିଂ ଆପ୍‌ ଡ୍ରିମ ୧୧ ମୁଖ୍ୟ ପ୍ରାୟୋଜକ ହୋଇଛି। ପୂର୍ବରୁ ଡ୍ରିମ-୧୧ ଆପିଏଲର ସହ ପ୍ରାୟୋଜକ ରହିଥିଲା।

ଭାରତ-ଚୀନ ବିବାଦ ମଧ୍ୟରେ ଏ ବର୍ଷ ଆଇପିଏଲ୍ ସ୍ପୋନ୍ସରସିପରୁ ଓହରି ଯାଇଥିଲା ଭିଭୋ। ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ଏହା ପୂର୍ବରୁ ବିସିସିଆଇକୁ ବାର୍ଷିକ ୪୪୦ କୋଟି ଟଙ୍କା ଦେଉଥିଲା, କିନ୍ତୁ ଏବେ ଏଥିରେ ୨୧୮ କୋଟି ଟଙ୍କା ହ୍ରାସ ପାଇଛି। କାରଣ ଡ୍ରିମ୍ ଇଲେଭେନ୍ ମାତ୍ର ସାଢ଼େ ଚାରିମାସ ପାଇଁ ୨୨୨ କୋଟି ଟଙ୍କାରେ ଟାଇଟଲ୍ ପ୍ରାୟୋଜକ ଅଧିକାର ହାସଲ କରିଛି, ଯାହାକି ଅଗଷ୍ଟ ୧୮, ୨୦୨୦ରୁ ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ ଧାର୍ଯ୍ୟ ହେବ।

ଆଇପିଏଲର ୧୩ତମ ସଂସ୍କରଣ ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story