ଦୂତୀଙ୍କୁ ସହାୟତାର ହାତ ବଢାଇଲେ ଗୋପୀଚାନ୍ଦ

ଭୁବନେଶ୍ୱର: ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ପାଇଁ ସହୟତାର ହାତ ବଢ଼ାଇଛନ୍ତି ପ୍ରଖ୍ୟାତ ବ୍ୟାଡମିଣ୍ଟନ୍‌ କୋଚ୍‌ ପୁଲେଲା ଗୋପୀଚାନ୍ଦ। ନିକଟରେ ବାର୍ମିଂହାମ ଏବଂ ଇଂଲଣ୍ଡରେ ଶେଷ ହୋଇଥିବା ଆନ୍ତର୍ଜାତିକ ଇନଡୋର ଆଥଲେଟିକସ ଚାମ୍ପିୟନସିପରେ ପ୍ରତିନିଧିତ୍ୱ କରିବା ପାଇଁ ଦୂତୀ ଚାନ୍ଦଙ୍କୁ ସମସ୍ତ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇଥିଲେ ପି. ଗୋପୀଚାନ୍ଦ। ଏହି ଚାମ୍ପିୟନସିପରେ ୬୦ ମିଟର ଦୌଡ ଇଭେଣ୍ଟରେ ଭାଗ ନେଇ ୭.୩୯ ସେକେଣ୍ଡରେ ଅତିକ୍ରମ ଷଷ୍ଠସ୍ଥାନ ଅଧିକାର କରିଥିଲେ ଦୂତୀ। ଏଭଳି ଏକ୍ସପୋଜର ଟ୍ରିପରେ ସାମିଲ […]

duteechand

duteechand

Rakesh Mallick
  • Published: Wednesday, 08 March 2017
  • Updated: 08 March 2017, 09:09 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ପାଇଁ ସହୟତାର ହାତ ବଢ଼ାଇଛନ୍ତି ପ୍ରଖ୍ୟାତ ବ୍ୟାଡମିଣ୍ଟନ୍‌ କୋଚ୍‌ ପୁଲେଲା ଗୋପୀଚାନ୍ଦ। ନିକଟରେ ବାର୍ମିଂହାମ ଏବଂ ଇଂଲଣ୍ଡରେ ଶେଷ ହୋଇଥିବା ଆନ୍ତର୍ଜାତିକ ଇନଡୋର ଆଥଲେଟିକସ ଚାମ୍ପିୟନସିପରେ ପ୍ରତିନିଧିତ୍ୱ କରିବା ପାଇଁ ଦୂତୀ ଚାନ୍ଦଙ୍କୁ ସମସ୍ତ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇଥିଲେ ପି. ଗୋପୀଚାନ୍ଦ।

ଏହି ଚାମ୍ପିୟନସିପରେ ୬୦ ମିଟର ଦୌଡ ଇଭେଣ୍ଟରେ ଭାଗ ନେଇ ୭.୩୯ ସେକେଣ୍ଡରେ ଅତିକ୍ରମ ଷଷ୍ଠସ୍ଥାନ ଅଧିକାର କରିଥିଲେ ଦୂତୀ। ଏଭଳି ଏକ୍ସପୋଜର ଟ୍ରିପରେ ସାମିଲ ହେଲେ ୨୦୧୮ ସିଜିନରେ ଦୂତୀ ଭଲ ପ୍ରଦର୍ଶନ କରିପାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଦୂତୀ ଗୋପିଚାନ୍ଦ ଏକାଡେମୀରେ ରହି ପ୍ରଶିକ୍ଷଣ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story