ନିଜ ନାଁରେ ଫେକ୍ ଆକାଉଣ୍ଟକୁ ନେଇ ସତର୍କ କରାଇଲେ ଦୂତୀ

ଭୁବନେଶ୍ୱର: ବର୍ତ୍ତମାନ ସୋଶାଲ ମିଡିଆରେ ଫେକ୍ ଆକାଉଣ୍ଟ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି। ପ୍ରତି ସେକେଣ୍ଡରେ କେହି ନା କେହି ଅନ୍ୟଜଣଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଠିକ୍ ଏଭଳି ଘଟିଛି ଭାରତର ଷ୍ଟାର୍ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ପକ୍ଷେ। କିଛି ଦିନ ତଳେ ସମଲିଙ୍ଗୀ ସମ୍ପର୍କକୁ ମୁହଁ ଖୋଲିଥିବା ଦୂତୀଙ୍କ ନାଁରେ ମଧ୍ୟ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲିଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ […]

dutee

dutee

Hemant Lenka
  • Published: Monday, 27 May 2019
  • Updated: 27 May 2019, 06:55 PM IST

Sports

Latest News

ଭୁବନେଶ୍ୱର: ବର୍ତ୍ତମାନ ସୋଶାଲ ମିଡିଆରେ ଫେକ୍ ଆକାଉଣ୍ଟ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି। ପ୍ରତି ସେକେଣ୍ଡରେ କେହି ନା କେହି ଅନ୍ୟଜଣଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଠିକ୍ ଏଭଳି ଘଟିଛି ଭାରତର ଷ୍ଟାର୍ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ପକ୍ଷେ।

କିଛି ଦିନ ତଳେ ସମଲିଙ୍ଗୀ ସମ୍ପର୍କକୁ ମୁହଁ ଖୋଲିଥିବା ଦୂତୀଙ୍କ ନାଁରେ ମଧ୍ୟ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲିଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ ନିଜେ ଦୂତୀ କରିଛନ୍ତି। ଏ ନେଇ ଦୂତୀ ନିଜ ଫଲୋଅର୍ସଙ୍କୁ ସତର୍କ କରାଇଛନ୍ତି।

ଦୂତୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, "କେହି ଜଣେ ମୋ' ନାଁରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି। ଏଥିପାଇଁ ମୁଁ ଫଲୋଅର୍ସଙ୍କୁ ଅନୁରୋଧ କରୁଛି ଯେ, ସେମାନେ ମୋତେ ମୋ ଟ୍ୱିଟର ଆକାଉଣ୍ଟରେ ଫଲୋ କରନ୍ତୁ। ଏହା ମୋର ଓରିଜିନାଲ୍ ଟ୍ୱିଟର୍ ଆକାଉଣ୍ଟ। ଆପଣଙ୍କ ସମର୍ଥନ ପାଇଁ ବହୁତ ଧନ୍ୟବାଦ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story