ସଫଳତା ପଛର ରାଜ କହିଲେ ଦୀପକ ଚହର

ନାଗପୁର: ନିର୍ଣ୍ଣାୟକ ଟି-୨୦ରେ ବାଂଲାଦେଶ ବ୍ୟାଟିଂ ଲାଇନଅପ୍‌କୁ ଛିନଛତ୍ର କରି ଦେଇଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲିର ଦୀପକ ଚହର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଗତକାଲି ମ୍ୟାଚ୍‌ରେ ଦୀପକ କେବଳ ଭଲ ବୋଲିଂ କରି ନଥିଲେ ବରଂ ହ୍ୟାଟ୍ରିକ ୱିକେଟ ମଧ୍ୟ ଦଖଲ କରିଥିଲେ। ମାତ୍ର ୩.୨ ଓଭରରେ ସେ ୭ ରନ୍‌ ଦେଇ ୬ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇବା ସହ ଭାରତକୁ ୨-୧ରେ ସିରିଜ ଭେଟି ଦେଇଥିଲେ। ଏଥିସହ ସେ ଉଭୟ […]

sv

sv

Hemant Lenka
  • Published: Monday, 11 November 2019
  • Updated: 11 November 2019, 04:45 PM IST

ନାଗପୁର: ନିର୍ଣ୍ଣାୟକ ଟି-୨୦ରେ ବାଂଲାଦେଶ ବ୍ୟାଟିଂ ଲାଇନଅପ୍‌କୁ ଛିନଛତ୍ର କରି ଦେଇଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲିର ଦୀପକ ଚହର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଗତକାଲି ମ୍ୟାଚ୍‌ରେ ଦୀପକ କେବଳ ଭଲ ବୋଲିଂ କରି ନଥିଲେ ବରଂ ହ୍ୟାଟ୍ରିକ ୱିକେଟ ମଧ୍ୟ ଦଖଲ କରିଥିଲେ। ମାତ୍ର ୩.୨ ଓଭରରେ ସେ ୭ ରନ୍‌ ଦେଇ ୬ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇବା ସହ ଭାରତକୁ ୨-୧ରେ ସିରିଜ ଭେଟି ଦେଇଥିଲେ। ଏଥିସହ ସେ ଉଭୟ ମ୍ୟାନ ଅଫ ଦି ମ୍ୟାଚ୍‌ ଓ ମ୍ୟାନ ଅଫ ଦି ସିରିଜ୍‌ ପୁରସ୍କାର ମଧ୍ୟ ହାତେଇ ଥିଲେ।

ମ୍ୟାଚ୍‌ ପରେ ଚହର ତାଙ୍କ ସଫଳତା ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ମୁଁ କେବେ ହେଲେ ଏମିତି ଘଟିବ ବୋଲି ଜାଣି ନଥିଲି। ସ୍ୱପ୍ନରେ ବି କେବେ ଏକଥା ଚିନ୍ତା କରି ନଥିଲି। ପିଲାଟି ବେଳୁ ମୁଁ କଠିନ ପରିଶ୍ରମ କରି ଚାଲିଥିଲି। ଏବେ ମୁଁ କରିଥିବା ପରିଶ୍ରମର ଫଳ ମୋତେ ମିଳିଛି। ମ୍ୟାଚ୍‌ ଆରମ୍ଭରୁ ଅଧିନାୟକ ରୋହିତ ଭାଇ ମୋତେ ଗୁରୁତ୍ୱପୂର୍ଣ୍ଣ ଓଭର ଗୁଡ଼ିକ ବୋଲିଂ କରିବାକୁ ପଡ଼ିବ ବୋଲି କହିଥିଲେ। ମ୍ୟାନେଜମେଣ୍ଟ ମଧ୍ୟ ମୋ ଉପରେ ଭରସା କରିଥିଲା। ମୁଁ ସର୍ବଦା କେମିତି ପରବର୍ତ୍ତୀ ବଲ ଭଲ ପକାଇବି ସେକଥା ଚିନ୍ତା କରୁଥିଲି। ଶେଷ ଯାଏ ସେହି ଲକ୍ଷ୍ୟରେ ବୋଲିଂ କରିଥିଲି। ରୋହିତ ଭାଇ ମୋତେ ମ୍ୟାଚ୍‌ରେ ଯଶପ୍ରୀତ ବୁମ୍ରାଙ୍କ ଭଳି ବ୍ୟବହାର କରିବାକୁ ଚାହୁଁଥିବା ମଧ୍ୟ କହିଥିଲେ। ସମସ୍ତଙ୍କ ଭରସା ଉପରେ ଥିଲା। ତେଣୁ ସେହି ଭରସା ଅନୁଯାୟୀ ମୁଁ ଶତ ପ୍ରତିଶତ ଦେବାକୁ ଚାହିଁଥିଲି। ”

ଚହର ତାଙ୍କ ପ୍ରଥମ ସ୍ପେଲରେ ଲିଟନ ଦାସ ଓ ସୌମ୍ୟ ସରକାରଙ୍କୁ ଆଉଟ କରିଥିଲେ। ଏହାପରେ ମହମ୍ମଦ ମିଥୁନ ଓ ମହମ୍ମଦ ନଇମଙ୍କ ମଧ୍ୟରେ ୯୮ ରନ୍‌ର ଭାଗିଦାରୀ ହୋଇଥିଲା। ଶେଷରେ ରୋହିତ ଶର୍ମା ୧୨ତମ ଓଭରରେ ଚହରଙ୍କୁ ବୋଲିଂ କରିବାକୁ କହିଥିଲେ।

ସେ ନିଜ ଓଭରର ଶେଷ ବଲରେ ମିଥୁନଙ୍କୁ ଆଉଟ କରି ଏହି ଭାଗିଦାରୀକୁ ଭାଙ୍ଗି ଦେବା ସହ ଭାରତ ପାଇଁ ମ୍ୟାଚ୍‌ ଜିତିବାର ବାଟ ଫିଟାଇ ଦେଇଥିଲେ। ଏହାପରେ ସେ ହ୍ୟାଟ୍ରିକ ୱିକେଟ ମଧ୍ୟ ଦଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story