ଚେନ୍ନାଇ: ପୋଲାଣ୍ଡରେ ଆସନ୍ତା ୭ ତାରିଖରୁ ୧୬ ତାରିଖ ମଧ୍ୟରେ ୱାର୍ଲ୍ଡ ଜୁନିୟର ଚାମ୍ପିଅନ୍ସିପ୍ ହେବାକୁ ଥିବା ବେଳେ ଭାରତୀୟ ସ୍କ୍ୱାସ ଟିମ୍ (ବାଳକ ଓ ବାଳିକା)ର ଟିମ୍ର କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି ଇଜିପ୍ଟର ଅସ୍ରଫ ଏଲ୍ କାରାଗୁଇ।
ଆଜି ଭାରତୀୟ କ୍ରୀଡ଼ା ପ୍ରାଧିକରଣ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ଟିମ୍ର ସଦସ୍ୟ ଓ ଖେଳାଳିଙ୍କ ସହ ବେଶ କିଛି ସମୟ ଆଲୋଚନା କରିଛନ୍ତି।
ସେ କହିଛନ୍ତି,“ଜାତୀୟ ଦଳର କୋଚ୍ ଥିବା ସାଇରସ୍ ପୋଞ୍ଚାଙ୍କ ପରେ ଦଳର ପ୍ରଦର୍ଶନ ଉପରେ ଦୃଷ୍ଟି ଦେବି।ଦଳ କିପରି ପ୍ରଦର୍ଶନରେ ଉନ୍ନତି ଆଣିବ ସେନେଇ ଚେଷ୍ଟା କରିବି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମହାରାଷ୍ଟ୍ରରେ ଟ୍ୱିଷ୍ଟ୍; ସରକାର ଗଠନ ପୂର୍ବରୁ ଗାଁକୁ ପଳେଇଲେ ସିନ୍ଦେ
ମହାୟୁତି ମହାମେଣ୍ଟର ବୈଠକ ବାତିଲ୍।
National
ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ଜାମା ମସଜିଦ ସର୍ଭେକୁ ନେଇ ପାଞ୍ଚ ଜଣକ ମୃତ୍ୟୁ ପରେ ଟ୍ରାଏଲ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ।
Viral
ଖେଳୁ ଖେଳୁ କ୍ରିକେଟର ମୃତ, କ୍ୟାମେରାରେ ଦୃଶ୍ୟ କଏଦ
ପଡ଼ିଆରେ ଖେଳୁଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି।
Crime
ଅଶ୍ଳୀଳ ଭିଡିଓ ମାମଲା; ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସରେ ED ଚଢାଉ
ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ବିତରଣ କରିବା ମାମଲାରେ ଚଢାଉ।
National
ଶାହଙ୍କ ଘରେ ମାରାଥନ୍ ବୈଠକ ପରେ ଫେରିଲେ ସିନ୍ଦେ, କହିଲେ...
ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି।