ଦଶନ୍ଧିର ଶ୍ରେଷ୍ଠ ମହିଳା କ୍ରିକେଟର ସହ ସବୁ ପୁରସ୍କାର ପୋଛିନେଲେ ଏଲିସା ପେରୀ

ଦୁବାଇ: ପୁରୁଷ ବର୍ଗଙ୍କ ଭଳି ମହିଳା ବର୍ଗରେ ମଧ୍ୟ ଆଇସିସି ଆଜି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟରଙ୍କ ନାଁ ପ୍ରକାଶ କରିଛି। ପୁରୁଷ ବର୍ଗରେ ଟିମ୍‌ ଇଣ୍ଡିଆର ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ସହ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ସମ୍ମାନ ଜିତିଛନ୍ତି। ମହିଳା ବର୍ଗରେ ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ସବୁ ସମ୍ମାନ ପୋଛି ନେଇଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ପେରୀଙ୍କ ତୁଳନାରେ କୌଣସି ମହିଳା କ୍ରିକେଟର ଭଲ ପ୍ରଦର୍ଶନ କରିପାରି ନାହାନ୍ତି। […]

a

a

Hemant Lenka
  • Published: Monday, 28 December 2020
  • Updated: 28 December 2020, 04:10 PM IST

Sports

Latest News

ଦୁବାଇ: ପୁରୁଷ ବର୍ଗଙ୍କ ଭଳି ମହିଳା ବର୍ଗରେ ମଧ୍ୟ ଆଇସିସି ଆଜି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟରଙ୍କ ନାଁ ପ୍ରକାଶ କରିଛି। ପୁରୁଷ ବର୍ଗରେ ଟିମ୍‌ ଇଣ୍ଡିଆର ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ସହ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ସମ୍ମାନ ଜିତିଛନ୍ତି। ମହିଳା ବର୍ଗରେ ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ସବୁ ସମ୍ମାନ ପୋଛି ନେଇଛନ୍ତି।

ବିଗତ ୧୦ ବର୍ଷ ମଧ୍ୟରେ ପେରୀଙ୍କ ତୁଳନାରେ କୌଣସି ମହିଳା କ୍ରିକେଟର ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଏଥିପାଇଁ ତାଙ୍କୁ ଦଶନ୍ଧିର ଶ୍ରେଷ୍ଠ ମହିଳା କ୍ରିକେଟର ସମ୍ମାନ ମିଳିଛି। ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଓ ଟି-୨୦ ପୁରସ୍କାର ମଧ୍ୟ ଏଲିସା ଜିତିଛନ୍ତି।

ସେ ଦିନିକିଆରେ ୭୩ଟି ମ୍ୟାଚ୍‌ ଖେଳି ୨୬୨୧ ରନ୍‌ କରିଥିବା ବେଳେ ତାଙ୍କ ବ୍ୟାଟିଂ ହାର ୬୮.୯୭ ରହିଛି। ସେ ଦିନିକିଆରେ ୨ଟି ଶତକ ମଧ୍ୟ ହାସଲ କରିଛନ୍ତି। ଦିନିକିଆରେ ବୋଲିଂ କରି ପେରୀ ୯୮ଟି ୱିକେଟ ଦଖଲ କରିଛନ୍ତି। ଏଯାଏ ୧୦୦ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ପେରୀ ୩୦.୩୯ ହାରରେ ୧୧୧୫ ରନ କରିଛନ୍ତି। ଟି-୨୦ରେ ବୋଲିଂ କରି ସେ ୨୦.୬୪ ହାରରେ ୮୯ଟି ୱିକେଟ ନେଇଛନ୍ତି।
୨୦୧୧ ଜାନୁଆରୀ ୧ରୁ ୨୦୨୦ ଅକ୍ଟୋବର ୭ ଯାଏ ଖେଳାଳିଙ୍କ ପ୍ରଦର୍ଶନକୁ ଭିତ୍ତି କରି ଆଇସିସି ଏହି ପୁରସ୍କାର ଘୋଷଣା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story