ଧୋନିଙ୍କ ଅଲୋଡ଼ା ରେକର୍ଡ; ଦେଇଛନ୍ତି ସର୍ବାଧିକ ବାଇ ରନ

ଲିଡ୍‌ସ: ଚଳିତ ବିଶ୍ୱକପ୍‌ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ମହେନ୍ଦ୍ର ସିଂହ ଧୋନି ଏବେ ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଧୋନି ଜଣେ ୱିକେଟ୍‌ କିପର ଭାବେ ସବୁଠାରୁ ଅଧିକ ବାଇ ରନ୍‌ ଦେଇଛନ୍ତି। ଅର୍ଥାତ ଧୋନି ୱିକେଟ୍‌ କିପିଂ ଠିକ୍‌ ଭାବେ କରିପାରିନାହାନ୍ତି। ବିଶ୍ୱର ସବୁଠାରୁ ସଫଳ ୱିକେଟ୍‌ କିପରର ମାନ୍ୟତା ପାଇଥିବା ଧୋନିଙ୍କ ନାଁରେ ଏଭଳି ରେକର୍ଡ ଯୋଡ଼ି ହେବା ଦୁଃଖଦାୟକ ନିଶ୍ଚୟ। ଆଜି ଶ୍ରୀଲଙ୍କା ବିପକ୍ଷ […]

sd

sd

Hemant Lenka
  • Published: Saturday, 06 July 2019
  • Updated: 06 July 2019, 09:09 PM IST

Sports

Latest News

ଲିଡ୍‌ସ: ଚଳିତ ବିଶ୍ୱକପ୍‌ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ମହେନ୍ଦ୍ର ସିଂହ ଧୋନି ଏବେ ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଧୋନି ଜଣେ ୱିକେଟ୍‌ କିପର ଭାବେ ସବୁଠାରୁ ଅଧିକ ବାଇ ରନ୍‌ ଦେଇଛନ୍ତି। ଅର୍ଥାତ ଧୋନି ୱିକେଟ୍‌ କିପିଂ ଠିକ୍‌ ଭାବେ କରିପାରିନାହାନ୍ତି। ବିଶ୍ୱର ସବୁଠାରୁ ସଫଳ ୱିକେଟ୍‌ କିପରର ମାନ୍ୟତା ପାଇଥିବା ଧୋନିଙ୍କ ନାଁରେ ଏଭଳି ରେକର୍ଡ ଯୋଡ଼ି ହେବା ଦୁଃଖଦାୟକ ନିଶ୍ଚୟ।

ଆଜି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ର ୪୨ତମ ଓଭର୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ବଲ୍‌କୁ ଧୋନି ୱିକେଟ୍‌ ପଛରେ ଧରି ପାରି ନଥିଲେ। ଫଳରେ ଏହା ୪ ରନ୍‌ ହୋଇଯାଇଥିଲା। ଧୋନି ଏଯାଏ ବାଇରେ ୨୪ ରନ୍‌ ବ୍ୟୟ କରିଛନ୍ତି।

କୌଣସି ଦଳର ୱିକେଟ୍‌ କିପର ଏହାର ଅଧା ରନ୍‌ ମଧ୍ୟ ବାଇରେ ଦେଇନାହାନ୍ତି। ଧୋନିଙ୍କ ପଛକୁ ଅଷ୍ଟ୍ରେଲିଆ ୱିକେଟ୍‌ କିପର ଆଲେକ୍ସ କେରୀ ୯ ରନ୍‌ ବାଇ ଦେଇଛନ୍ତି। ତୃତୀୟ ସ୍ଥାନରେ ଇଂଲଣ୍ଡର ଜୋଶ ବଟଲର ଓ ୱେଷ୍ଟ ଇଣ୍ଡିଜର ଶାଇ ହୋପ୍‌ ୭ ରନ୍‌ ଲେଖାଏ ବାଇରେ ବ୍ୟୟ କରିଛନ୍ତି। ଧୋନି ଚଳିତ ଟୁର୍ଣ୍ଣାମେଣ୍ଟରେ ୭୧ ଥର ବଲ୍‌ ଧରିବାରେ ବିଫଳ ହୋଇଛନ୍ତି। ଓ ଏଥିଯୋଗୁ ପ୍ରତିପକ୍ଷ ଦଳ ୨୪ ରନ୍‌ ସଂଗ୍ରହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story