ଶତକରୁ ବଞ୍ଚିତ ହେଲେ ଜୋ ଡେନଲୀ, ତଥାପି ଦୃଢ଼ ସ୍ଥିତିରେ ଇଂଲଣ୍ଡ

ଦି ଓଭାଲ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ୫ମ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସ୍‌ରେ ଗୁରୁତ୍ୱପୂର୍ଣ୍ଣ ୬୯ ରନର ଅଗ୍ରଣୀ ହାସଲ କରିଥିବା ଇଂଲଣ୍ଡ ଏବେ ତା’ର ଦ୍ୱିତୀୟ ଇନିଂସରେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ଶେଷ ଖବର ସୁଦ୍ଧା ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ୍‌ରେ ୫ ୱିକେଟ୍‌ ହରାଇ ୨୫୯ ରନ୍ କରିଛି। ଅର୍ଥାତ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ଘରୋଇ ଟିମ ୩୨୮ […]

wf

wf

Hemant Lenka
  • Published: Saturday, 14 September 2019
  • Updated: 14 September 2019, 09:56 PM IST

Sports

Latest News

ଦି ଓଭାଲ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ୫ମ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସ୍‌ରେ ଗୁରୁତ୍ୱପୂର୍ଣ୍ଣ ୬୯ ରନର ଅଗ୍ରଣୀ ହାସଲ କରିଥିବା ଇଂଲଣ୍ଡ ଏବେ ତା’ର ଦ୍ୱିତୀୟ ଇନିଂସରେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି।

ଶେଷ ଖବର ସୁଦ୍ଧା ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ୍‌ରେ ୫ ୱିକେଟ୍‌ ହରାଇ ୨୫୯ ରନ୍ କରିଛି। ଅର୍ଥାତ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ଘରୋଇ ଟିମ ୩୨୮ ରନରେ ଆଗୁଆ ହୋଇଯାଇଛି। ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଥିବା ଓପନର ଜୋ ଡେନଲୀ ମାତ୍ର ୬ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି।

ଇଂଲଣ୍ଡ ପ୍ରଥମ ଇନିଂସରେ ୨୯୪ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୨୨୫ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଗତକାଲି ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଥିବା ଇଂଲଣ୍ଡ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବିନା ୱିକେଟ୍‌ରେ ୯ ରନ୍‌ କରିଥିଲା।

ଆଜି ଦୁଇ ଓପନର ଡେନଲୀ ଓ ରୋରି ବ୍ରୁନ୍ସ ବେଶ ସତର୍କତାର ସହ ଇଂଲିଶ ଟିମର ସ୍କୋରକୁ ଆଗକୁ ନେଇଥିଲେ। ତେବେ ୨୦ ରନ୍‌ କରିଥିବା ବ୍ରୁନ୍ସ ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ନେଥନ ଲାୟନଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ।

ଜୋ ରୁଟ୍‌ ମଧ୍ୟ ୨୧ ରନ୍‌ କରି ଲାୟନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତୃତୀୟ ୱିକେଟ୍ ପାଇଁ ବେନ୍ ଷ୍ଟୋକ୍ସ ଓ ଡେନଲୀ ଏକ ଭଲ ଭାଗିଦାରୀ କରିଥିଲେ। ଉଭୟ ଦ୍ରୁତଗତିରେ ରନ୍ ସଂଗ୍ରହ କରି ଅଷ୍ଟ୍ରେଲୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଏଥିସହ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ତେବେ ୬୭ ରନ୍‌ କରିଥିବା ଷ୍ଟୋକ୍ସଙ୍କୁ ଲାୟନ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ଦିବସର ବଡ଼ ସଫଳତା ଦେଇଥିଲେ। ଜୋ ଡେନଲୀ ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ତିଷ୍ଟି ପାରି ନଥିଲେ। ଶତକ ଠାରୁ ମାତ୍ର ୬ ରନ୍ ଦୂରରେ ଥିବା ବେଳେ ଡେନଲୀଙ୍କୁ ପିଟର ସିଡଲୀ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ଏହାପରେ ଜନ୍ନି ବେୟାରଷ୍ଟୋ (୧୪) ମଧ୍ୟ ପୁଣିଥରେ ନିରାଶ କରିଥିଲେ। ପ୍ରଥମ ଇନିଂସ୍‌ରେ ଲଢ଼ୁଆ ବ୍ୟାଟିଂ କରିଥିବା ଜୋଶ ବଟଲର(୨୨) ଓ ସାମ କୁରନା(୩) ରିପୋର୍ଟ ଲେଖା ହେବା ବେଳକୁ ବ୍ୟାଟିଂ ଜାରି ରଖିଛନ୍ତି। ଏହି ଟେଷ୍ଟ ମ୍ୟାଚ୍‌ ଶେଷ ହେବାକୁ ଆହୁରି ୨ ଦିନ ବାକି ରହିଛି। ତେଣୁ ଏହି ମ୍ୟାଚ୍‌ର ଫଳାଫଳ ବାହାରିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି।

ଏହାପୂର୍ବରୁ ଅଷ୍ଟ୍ରେଲିଆ ଷ୍ଟିଭ୍‌ ସ୍ମିଥଙ୍କ ୮୦ ରନ୍‌ ବଳରେ ତା’ର ପ୍ରଥମ ଇନିଂସ୍‌ରେ ୨୨୫ ରନ୍‌ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୬ଟି ୱିକେଟ୍‌ ଦଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story