ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ସାଉଥାମ୍ପଟନ: ପ୍ରଥମ ଟେଷ୍ଟକୁ ନାଟକୀୟ ଢଙ୍ଗରେ ଜିତିଥିବା ଘରୋଇ ଇଂଲଣ୍ଡ ଆଜି ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ବର୍ଷା ଯୋଗୁ ଖେଳ ବନ୍ଦ ହେବା ବେଳକୁ ପାକିସ୍ତାନ ତା’ର ପ୍ରଥମ ଇନିଂସରେ ୨ ୱିକେଟ ହରାଇ ୮୫ ରନ୍‌ କରିଛି। ପ୍ରଥମ ଟେଷ୍ଟରେ ଦମଦାର ଶତକ ହାସଲ କରିଥିବା ଶାନ ମାସୁଦ ମାତ୍ର ୧ ରନ୍ କରିଥିବା […]

ds

ds

Hemant Lenka
  • Published: Thursday, 13 August 2020
  • Updated: 13 August 2020, 08:21 PM IST

Sports

Latest News

ସାଉଥାମ୍ପଟନ: ପ୍ରଥମ ଟେଷ୍ଟକୁ ନାଟକୀୟ ଢଙ୍ଗରେ ଜିତିଥିବା ଘରୋଇ ଇଂଲଣ୍ଡ ଆଜି ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ମଇଦାନକୁ ଓହ୍ଲାଇଛି।

ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ବର୍ଷା ଯୋଗୁ ଖେଳ ବନ୍ଦ ହେବା ବେଳକୁ ପାକିସ୍ତାନ ତା’ର ପ୍ରଥମ ଇନିଂସରେ ୨ ୱିକେଟ ହରାଇ ୮୫ ରନ୍‌ କରିଛି।

ପ୍ରଥମ ଟେଷ୍ଟରେ ଦମଦାର ଶତକ ହାସଲ କରିଥିବା ଶାନ ମାସୁଦ ମାତ୍ର ୧ ରନ୍ କରିଥିବା ବେଳେ ଅଧିନାୟକ ଆଝାର ଅଲୀ ୨୦ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି। ଉଭୟଙ୍କ ୱିକେଟ ଜେମ୍ସ ଆଣ୍ଡରସନ ଦଖଲ କରିଛନ୍ତି।

ବର୍ଷା ହେବା ବେଳକୁ ପ୍ରଥମ ଦିନରେ ୩୩.୫ ଓଭର ଖେଳ ହୋଇଥିଲା। ଏହି ସମୟରେ ଓପନର ଆବିଦ ଅଲୀ ୪୯ ଓ ଭରସାଯୋଗ୍ୟ ବାବର ଆଜମ ୭ ରନ୍‌ କରି ଅପରାଜିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story