ୱେଷ୍ଟଇଣ୍ଡିଜକୁ ୨୧୨ ରନରେ ରୋକିଲା ଇଂଲଣ୍ଡ

ସାଉଥାମ୍ପଟନ୍: ଚଳିତ ବିଶ୍ୱକପର ୧୯ତମ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆୟୋଜକ ଟିମର ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ୱେଷ୍ଟଇଣ୍ଡିଜ୍ ୪୪.୪ ଓଭରରେ ୨୧୨ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଇଂଲଣ୍ଡ ମ୍ୟାଚକୁ ଜିତିବା ପାଇଁ ୨୧୩ ରନ୍ କରିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ମଧ୍ୟକ୍ରମରେ ନିକୋଲାସ ପୂରାନ୍ ଓ ଶିମରନ୍ ହେଟମେୟର୍ ଭଲ ବ୍ୟାଟିଂ କରିଥିଲେ ଶେଷଭାଗ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ରୋଜ୍ ବାଉଲରେ ଖେଳାଯାଇଥିବା ଏହି […]

root

root

Hemant Lenka
  • Published: Friday, 14 June 2019
  • Updated: 14 June 2019, 07:00 PM IST

Sports

Latest News

ସାଉଥାମ୍ପଟନ୍: ଚଳିତ ବିଶ୍ୱକପର ୧୯ତମ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆୟୋଜକ ଟିମର ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ୱେଷ୍ଟଇଣ୍ଡିଜ୍ ୪୪.୪ ଓଭରରେ ୨୧୨ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଇଂଲଣ୍ଡ ମ୍ୟାଚକୁ ଜିତିବା ପାଇଁ ୨୧୩ ରନ୍ କରିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ମଧ୍ୟକ୍ରମରେ ନିକୋଲାସ ପୂରାନ୍ ଓ ଶିମରନ୍ ହେଟମେୟର୍ ଭଲ ବ୍ୟାଟିଂ କରିଥିଲେ ଶେଷଭାଗ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି।

ରୋଜ୍ ବାଉଲରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ପ୍ରତ୍ୟାବର୍ତ୍ତନ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସ୍ ୨ ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।

ଅନ୍ୟତମ ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ। କିନ୍ତୁ ତାଙ୍କୁ ଆଉଟ୍ କରି ଲିଆମ୍ ପ୍ଲଙ୍କେଟ୍ ଇଂଲଣ୍ଡକୁ ବଡ଼ ସଫଳତା ଦେଇଥିଲେ। ଗେଲ୍ ୪୧ ବଲରେ ୫ ଚୌକା ଓ ୧ ଛକା ସହ ୩୬ ରନ୍ କରିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶାଇ ହୋପ୍ (୧୧) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ଏହି ସମୟରେ ୱେଷ୍ଟଇଣ୍ଡିଜ୍ ୩ ୱିକେଟରେ ୫୫ ରନ୍ କରି ସଙ୍କଟରେ ପଡ଼ିଥିଲା। କିନ୍ତୁ ପୂରାନ୍ ଓ ହେଟମେୟର୍ ଚତୁର୍ଥ ୱିକେଟ୍ ପାଇଁ ୮୯ ରନ୍ ଯୋଡ଼ି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ଏହି ସେଟ୍ ଯୋଡ଼ିକୁ ଜୋ ରୁଟ୍ ଭାଙ୍ଗିଥିଲେ। ଏହା ପରେ ୱେଷ୍ଟଇଣ୍ଡିଜ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୨୧୨ ରନରେ ଅଲଆଉଟ୍ ହୋଇଯାଇଥିଲା।

ପୂରାନ୍ ସର୍ବାଧିକ ୬୩ (୭୮ ବଲ୍, ୩ ଚୌକା, ୧ ଛକା), ହେଟମେୟର୍ ୩୯, ଆନ୍ଦ୍ରେ ରସେଲ୍ ୨୧, କାର୍ଲସ୍ ବ୍ରାଥୱେଟ୍ ୧୪ ଓ ଅଧିନାୟକ ଜେସନ୍ ହୋଲ୍ଡର ୯ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡର ସଫଳ ବୋଲର ଭାବେ ଜୋଫ୍ରା ଆର୍ଚର୍ ଓ ମାର୍କ ଉଡ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଜୋ ରୁଟ୍ ୨ଟି, ଓକ୍ସ ଓ ପ୍ଲଙ୍କେଟ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story