ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ପାକିସ୍ତାନ ଟିମରେ ଶୋଏବ ମଲିକ୍ ସାମିଲ

ନଟ୍ଟିଂହାମ୍: ଆୟୋଜକ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପର ଷଷ୍ଠ ମ୍ୟାଚ୍ ଟ୍ରେଣ୍ଟବ୍ରିଜଠାରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବ। ପାକିସ୍ତାନ ଟିମକୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକ୍ ଫେରିଛନ୍ତି। ମଲିକଙ୍କ ଫେରିବା ଦ୍ୱାରା ଟିମର ମଧ୍ୟକ୍ରମ ମଜଭୁତ୍ ହୋଇଛି। ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମେ ମ୍ୟାଚରେ ଫେଲ୍ ମାରିଥିବା ହାରିସ୍ ସୋହେଲ ବାଦ୍ ପଡ଼ିଛନ୍ତି। ସେହିପରି […]

pak vs eng

pak vs eng

Hemant Lenka
  • Published: Monday, 03 June 2019
  • Updated: 03 June 2019, 03:22 PM IST

Sports

Latest News

ନଟ୍ଟିଂହାମ୍: ଆୟୋଜକ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପର ଷଷ୍ଠ ମ୍ୟାଚ୍ ଟ୍ରେଣ୍ଟବ୍ରିଜଠାରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବ। ପାକିସ୍ତାନ ଟିମକୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକ୍ ଫେରିଛନ୍ତି।

ମଲିକଙ୍କ ଫେରିବା ଦ୍ୱାରା ଟିମର ମଧ୍ୟକ୍ରମ ମଜଭୁତ୍ ହୋଇଛି। ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମେ ମ୍ୟାଚରେ ଫେଲ୍ ମାରିଥିବା ହାରିସ୍ ସୋହେଲ ବାଦ୍ ପଡ଼ିଛନ୍ତି। ସେହିପରି ଇମାଦ ୱାସିମଙ୍କ ବଦଳରେ ଆସିଫ୍ ଅଲୀ ଟିମରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ପେସ୍ ବୋଲର ଲିଆମ୍ ପ୍ଲଙ୍କେଟଙ୍କ ସ୍ଥାନରେ ମାର୍କ ଉଡଙ୍କୁ ସୁଯୋଗ ମିଳିଛି।

ତେବେ ଇଂଲଣ୍ଡ ବ୍ୟାଟିଂ ଲାଇନଅପରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୂଚନାଯୋଗ୍ୟ, ଇଂଲଣ୍ଡ ତା'ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ପାକିସ୍ତାନ ୱେଷ୍ଟଇଣ୍ଡିଜ୍ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ତେଣୁ ଆଜିର ମ୍ୟାଚ୍ ପାକିସ୍ତାନ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।

ପାକିସ୍ତାନ ଏଦାଦଶ: ଇମାମ୍-ଉଲ୍-ହକ୍, ଫକର ଜମାନ୍, ବାବର ଆଜମ, ସର୍ଫରାଜ ଅହମ୍ମଦ (ଅଧିନାୟକ), ଶୋଏବ ମଲିକ୍, ମହମ୍ମଦ ହଫିଜ୍, ଆସିଫ୍ ଅଲୀ, ଶାଦାବ ଖାନ୍, ହାସାନ୍ ଅଲୀ, ୱହାବ ରିଆଜ, ମହମ୍ମଦ ଆମୀର।

ଇଂଲଣ୍ଡ ଏକାଦଶ: ଜେସନ୍ ରୟ, ଜନ୍ନି ବେୟାରଷ୍ଟୋ, ଜୋ ରୁଟ୍, ଇଆନ୍ ମୋର୍ଗାନ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଜୋସ ବଟଲର, ମୋଇନ୍ ଅଲୀ, କ୍ରିସ୍ ଓକ୍ସ, ଆଦିଲ୍ ରଶିଦ୍, ଜୋଫ୍ରା ଆର୍ଚର, ମାର୍କ ଉଡ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story