ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ୍‌ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନୂଆ ମୁହଁ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହୋଇଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷରେ ଇନ୍ଦୋରରେ ଅର୍ଦ୍ଧଶତକ ମାରିଥିବା ଗୌତମ ଗମ୍ଭୀର ନିଜ ସ୍ଥାନ ବଜାୟ ରଖିଛନ୍ତି। ଚିକୁନ୍‌ଗୁନିଆରୁ ସୁସ୍ଥ ହେବା ପରେ ପୁଣି ଟିମ୍‌କୁ ଫେରିଛନ୍ତି ଦ୍ରୁତ ବୋଲର ଇଶାନ୍ତ ଶର୍ମା। ଫିଟ୍‌ନେସ୍‌ ଜନିତ କାରଣରୁ କେ.ଏଲ୍ ରାହୁଲ,ଶିଖର ଧାୱନ ଓ ଭୁବନେଶ୍ୱର କୁମାରଙ୍କୁ ଟିମ୍‌ରେ ନିଆଯାଇନାହିଁ। ଜଙ୍ଘରେ […]

hardik

hardik

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 03:37 PM IST

Sports

Latest News

hardikମୁମ୍ବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନୂଆ ମୁହଁ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହୋଇଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷରେ ଇନ୍ଦୋରରେ ଅର୍ଦ୍ଧଶତକ ମାରିଥିବା ଗୌତମ ଗମ୍ଭୀର ନିଜ ସ୍ଥାନ ବଜାୟ ରଖିଛନ୍ତି। ଚିକୁନ୍‌ଗୁନିଆରୁ ସୁସ୍ଥ ହେବା ପରେ ପୁଣି ଟିମ୍‌କୁ ଫେରିଛନ୍ତି ଦ୍ରୁତ ବୋଲର ଇଶାନ୍ତ ଶର୍ମା। ଫିଟ୍‌ନେସ୍‌ ଜନିତ କାରଣରୁ କେ.ଏଲ୍ ରାହୁଲ,ଶିଖର ଧାୱନ ଓ ଭୁବନେଶ୍ୱର କୁମାରଙ୍କୁ ଟିମ୍‌ରେ ନିଆଯାଇନାହିଁ। ଜଙ୍ଘରେ ଆଘାତ ଯୋଗୁଁ ରୋହିତ ଶର୍ମା ଟିମ୍‌ରେ ସ୍ଥାନ ପାଇନାହାନ୍ତି। କରୁଣ ନାୟାର ରିଜର୍ଭ ବ୍ୟାଟ୍ସମ୍ୟାନ୍‌ ଭାବେ ସ୍ଥାନ ପାଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା ଓ ଅମିତ ମିଶ୍ରାଙ୍କ ପରେ ଚତୁର୍ଥ ସ୍ପିନର ଭାବେ ସ୍ଥାନ ପାଇଛନ୍ତି ଜୟନ୍ତ ଯାଦବ।

ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ ରାଜକୋଟ୍‌ରେ ୯ ତାରିଖରୁ ଖେଳାଯିବ। ଦ୍ୱିତୀୟ ଟେଷ୍ଟ୍ ବିଶାଖାପାଟଣାରେ ନଭେମ୍ବର ୧୭ରୁ ଖେଳାଯିବ। ତୃତୀୟ ଟେଷ୍ଟ ମୋହାଲିରେ ନଭେମ୍ବର ୨୬ରୁ ଖେଳାଯିବ। ଚତୁର୍ଥ ଟେଷ୍ଟ ମ୍ୟାଚ୍ ମୁମ୍ବାଇରେ ଡିସେମ୍ବର ୮ରୁ ପଞ୍ଚମ ମ୍ୟାଚ୍ ଡିସେମ୍ବର ୧୬ରୁ ଚେନ୍ନାଇରେ ଖେଳାଯିବ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌କୁ ଟିମ୍ ଇଣ୍ଡିଆ ୩-୦ରେ ଜିତି ଥିଲା।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, ଗୌତମ ଗମ୍ଭୀର, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, କରୁଣ ନାୟାର, ହାର୍ଦ୍ଦିକ ପାଣ୍ଡ୍ୟା, ରିଦ୍ଧିମାନ ଶାହା (ୱିକେଟ୍ କିପର), ରବିଚନ୍ଦ୍ର ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅମିତ ମିଶ୍ରା, ଉମେଶ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସମ୍ମି, ଜୟନ୍ତ ଯାଦବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story